Cricket

ପୂର୍ବତନ ସ୍ପିନ୍ ବୋଲର ବ୍ରୁସୟାର୍ଡଲୀଙ୍କର ବିୟୋଗ

(ଓଡିଶା ସ୍ପୋର୍ଟ): ଅଷ୍ଟ୍ରେଲିଆ ଖେଳାଳ ିବ୍ରୁସୟାର୍ଡଲୀଙ୍କର ପରଲୋକ। ସେ ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନ୍ ବୋଲର, କୋଚ ତଥା ଭାଷ୍ୟକାର ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୭୧ବର୍ଷ ବୟସ ହୋଇଥିଲା।ସେ୨୦୧୬ରୁ କର୍କଟ ରୋଗରେ ପୀଡ଼ିତ ଥିଲେ। ସେ୧୯୭୮ ରୁ ୧୯୮୩ ମଧ୍ୟରେ ସେ ୩୩ ଟି ଟେଷ୍ଟ ୧୨୬ ଟି ଓ୍ଵିକେଟ ଦଖଲ କରିଥିଲେ। ତାଙ୍କ ମୃତ୍ୟୁ ଖବର ମିଳିବା ପରେ କ୍ରୀଡ଼ା ଜଗତରେ ଶୋକର ଛାୟା ଖେଳିଯାଇଛି ।

Related posts

ଅଭିନନ୍ଦନଙ୍କୁ ଟିମ୍ ଇଣ୍ଡିଆର ସଲାମ୍

Odisha Sports Bureau

ବିସ୍ଫୋରକ ବ୍ୟାଟିଂ ବଳରେ କ୍ରିସ ଲିନଙ୍କ ରେକର୍ଡ

Odisha Sports Bureau

୫୦ କୋଟି ନିଅ ଟି-୨୦ ଖେଳ

Odisha Sports Bureau