Cricket

ପୂର୍ବାଞ୍ଚଳ ଦିବ୍ୟାଙ୍ଗ କ୍ରିକେଟ ଟୁଣ୍ଣାମେଣ୍ଟରେ ଓଡିଶା ବିଜୟୀ

(ଓଡିଶାସ୍ପୋର୍ଟସ)ଭୁବନେଶ୍ୱର: ଓଡିଶା ଦିବ୍ୟାଙ୍ଗକ୍ରିକେଟ ଆସୋସିଏସନ ଓ ଅଲ ଇଣ୍ଡିଆକ୍ରିକେଟ ଆସୋସିଏସନ ଫର ଫିଜିକାଲଚ୍ୟାଲେଞ୍ଜଡ(ଏଆଇସିଏପିଜସ୍) ଆନୁକୂଲ୍ୟରେ ନାଲକୋ ଅଜିତ୍ୱାଡେକରସ୍ମାରକୀ ପୂର୍ବାଞ୍ଚଳ ଦିବ୍ୟାଙ୍ଗକ୍ରିକେଟ ପ୍ରତିଯୋଗିତା ପାରାମାଉଣ୍ଟ ସ୍ୱୋର୍ଟିଂକ୍ଲବଖେଳ ପଡିଆରେ ଆରମ୍ଭ ହୋଇଛିାଶୁକ୍ରବାରଓଡିଶା ୬୦ ରନରେବିହାରକୁ ପରାସ୍ତକରିଛି । ଓଡିଶା ପ୍ରଥମେବ୍ୟାଟିଂକରି ୧୩୮ ରନ କରିଥିଲା । ବଳରାମବସ୍ତିଆ ୭୨ରନ କରି ପାରିଥିଲେ । ଅକ୍ଷୟକୁମାରସାହୁମ୍ୟାନ ଅଫ ଦି ମ୍ୟାଚହୋଇଥିଲେ ।୨ୟ ମ୍ୟାଚରେଝାଡଖଣ୍ଡ ୧୯ ରନରେବଙ୍ଗଳାକୁ ପରାସ୍ତକରିଛି । ଆଶ୍ରୟସହଯୋଗରେ ଆୟୋଜିତଉକ୍ତ ପ୍ରତିଯୋଗିିତାରେଓଡିଶାସମେତବିହାର,ଝାଡଖଣ୍ଡ,ବଙ୍ଗଳା ଦଳ ଭାଗନେଇଥିଲେ ।

Related posts

ଧୋନି ଦେଲେ ବଡ଼ ଚେତାବନୀ : କ୍ୟାପ୍ଟେନ୍ସି ଛାଡ଼ିଦେବି

Odisha Sports Bureau

କମବ୍ୟାକ ପରେ ଅଶ୍ୱିନଙ୍କ ଟ୍ୱିଟ ଭାଇରାଲ

Odisha Sports Bureau

ଇତିହାସ ରଚିଲେ ବାମହାତୀ କ୍ରିକେଟର୍‌ ଯଶସ୍ବୀ ଜୈଶୱାଲ୍

Odisha Sports Bureau