Badminton

ପ୍ରଥମ ପର୍ଯ୍ୟୟରେ ଶ୍ରୀକାନ୍ତଙ୍କୁ ମିଳିଲା ପରାଜୟ

(ଓଡିଶା ସ୍ପୋର୍ଟସ): ଇଣ୍ଡୋନେସିଅ ଓପନ ବ୍ୟାଡମିଣ୍ଟନ ଚମ୍ପିଆନସିପର ପୁରୁଷ ଏକକରେ ଭାରତୀୟ ସଟଲର କୀଦାମ୍ବି ଶ୍ରୀକାନ୍ତଙ୍କୁ ପ୍ରଥମ ପର୍ଯ୍ୟାୟରେ ପରାଜୟର ସାମ୍ନା କରିବାକୁ ପଡିଛି । ଇଣ୍ଡୋନେସିଆ ବିପକ୍ଷରେ ଶେସର ହିରେନ ରାଉତାଭିତୋ ଶ୍ରୀକାନ୍ତକୁ ୨୧-୧୮, ୧୨-୨୧, ୧୪-୨୧, ୧୪-୨୧ରେ ହରାଇଛନ୍ତି ।

Related posts

ପ୍ରଶିକ୍ଷକ ଏବଂ ଫିଜିଓଙ୍କୁ ଭେଟିବାକୁ ଅନୁମତି ନ ପାଇ ସାଇନା କ୍ରୋଧିତ

Odisha Sports Bureau

ହାରିଲେ ସିନ୍ଧୁ,ଭାରତର ଅଭିଯାନ ଶେଷ

Odisha Sports Bureau

ଥାଇଲାଣ୍ଡ ଓପନ ଖେଳିବେନି ସିନ୍ଧୁ