More Sports

ବିବାହ କରିବେ ଆନମ ଓ ଅସଦ

(ଓଡିଶା ସ୍ପୋର୍ଟ): ବିବାହ ବନ୍ଧନରେ ବାନ୍ଧିହେବେ ଟେନିସ ସୁନ୍ଦରୀ ସାନିଆ ମିର୍ଜାଙ୍କ ଉଉଣୀ ଆନମ ଓ ଭାରତୀୟ କ୍ରିକେଟ୍ ଦଳର ପୂବର୍ତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନଙ୍କ ପୁଅ ଅସଦ । ଅସଦ ଓ ଆନମ ଦୀର୍ଘଦିନ ହେବ ପରସ୍ପରକୁ ପ୍ରେମ କରୁଥିଲା ବେଳେ ଏବେ ଏହାକୁ ବିବାହର ରୂପ ଦେବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ୨୫ ବର୍ଷୀୟ ଅସଦ ଏବଂ ୨୮ ବର୍ଷୀୟା ଆନମ ନିଜ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ମଧ୍ୟ ଏହାର ସଙ୍କେତ ଦେଇଛନ୍ତି। ଉଭୟ ଏକାଠି ଦୁବାଇରେ ସପିଂ କରୁଥିବାର ଫଟୋ ମଧ୍ୟ ପ୍ରକାଶ କରିଛନ୍ତି। ଏମାନେ ଚଳିତ ବର୍ଷ ଶେଷ ଆଡ଼କୁ ବିବାହ ବନ୍ଧନରେ ଆବଦ୍ଧ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

Related posts

ଏହି ଅଭିନେତ୍ରୀଙ୍କୁ ବିବାହ କରିପାରନ୍ତି ପାଣ୍ଡ୍ୟା

Odisha Sports Bureau

୪୬.୯୨ ସେକେଣ୍ଡରେ ୪୦୦ ମିଟର ବାଧା ଦୌଡରେ ଇତିହାସ ରଚିଲେ ୱାରହୋମ

Odisha Sports Bureau

ଆଜିଠାରୁ ପିସିଏଲର ପ୍ରସାରଣ ବ୍ଲିଜ କନସର୍ଟିୟମ ଓ ଟ୍ରାନ୍ସ ଗ୍ରୁପ କରିବ

Odisha Sports Bureau