Cricket

ଭାରତକୁ ହରାଇବାକୁ ଦକ୍ଷିଣ ଆଫ୍ରିକାର ରଣନୀତି, ବ୍ୟାଟିଂ କୋଚ ହେଲେ କ୍ଲୁଜନର

(ଶିଳାସ୍ମିତା ରାୟ) ଭୁବନେଶ୍ୱର: ପୂର୍ବ ଅଲରାଉଣ୍ଡର ଲାନ୍ସ କ୍ଲୁଜନରଙ୍କୁ ଭାରତ ବିପକ୍ଷରେ ହେବାକୁ ଥିôବା ଟି -୨୦ ମ୍ୟାଚ ପାଇଁ ଦକ୍ଷିଣ ଆଫ୍ରିକାର ବ୍ୟାଟିଂ କୋଚ କରାଯାଇଛି । କ୍ଲୁଜନରଙ୍କୁ ଦୁନିଆର ମହାନ ଖେଳାଳି ଶ୍ରେଣୀରେ ଗଚ୍ଚାଯାଏ । ସେ ୧୯୯୯ ୱାର୍ଲ୍ଡ ମ୍ୟାଚରେ ଭଲ ପ୍ରଦର୍ଶନ କରିଥିଲେ ।

ୠାନ୍ସଙ୍କ ବ୍ୟତୀତ ବିନସେଣ୍ଟ ବାର୍ନ୍ସଙ୍କୁ ସହାୟକ କୋଚ ଭାର ଦିଆଯାଇଛି । ସାଉଥ ଆଫ୍ରିକାର କାର୍ଯକାରୀ ନିର୍ଦ୍ଦେଶକ କାରି ବେନ ଜିଲଙ୍କ ପକ୍ଷରୁ କ୍ରେକଇମ୍ଫୋ ଟିମର ନୂଆ ସ୍ୱରୂପ ଅନୁଯାୟୀ ଡାଇରେକ୍ଟର ତିନି ଜଣ ସହାୟକ କୋଚଙ୍କ ନିଯୁକ୍ତି କରିଛନ୍ତି । ଟିମର ସହାୟକ ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂ କୋଚ ନିଯୁକ୍ତ କରାଯାଇଛି । ବେନ କହିଛନ୍ତି, କ୍ଲୁଜନର ଟି-୨୦ ସିରିଜରେ ଟିମର ସହାୟକ ବୋଲିଂ କୋଚ ରହିବେ । ସେ ଦୁନିଆର ସବୁଠାରୁ ଭଲ ଅଲରାଉଣ୍ଡର ରହିଛନ୍ତି ଓ ତାଙ୍କ କ୍ୟାରିୟର ଏହାର ସାକ୍ଷୀ । ଏଥିସହ କ୍ଲୁଜନରଙ୍କୁ ଅନ୍ତରାଷ୍ଟ୍ରୀୟ ଓ ଲିଗ୍ସ ଟିମର କୋଚିଂ ଅନୁଭୂତି ରହିଛି । ଦକ୍ଷିଣ ଆଫ୍ରିକାର ଟିମ ସେପ୍ଟେମ୍ବରରେ ଭାରତ ଯିବ ଓ ତିନିଟି ଟେଷ୍ଟ ଓ ତିନିଟି ଟି-୨୦ଖେଳିବ ।

Related posts

ଆଜି ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲ ହାଇ ସ୍କୋରର ମ୍ୟାଚ୍

ଜୁନ ୧୨ ରୁ ଜୁନ ୨୮ ଯାଏଁ ଓଡ଼ିଶା ଟି ଟ୍ୱେଣ୍ଟି କ୍ରିକେଟ ଲିଗ

ବାରବାଟୀରେ କ୍ରିକେଟ ମ୍ୟାଚ୍ : ୫ ଓ ୬ରେ ଟିକେଟ ବିକ୍ରି

Odisha Sports Bureau