Cricket

ଭାରତୀୟ କ୍ରିକେଟ ଟିମର ଚୟନକର୍ତ୍ତା ତାଲିକାରେ ବିନୋଦ କାମ୍ବଲୀ 

ଭାରତୀୟ କ୍ରିକେଟ ଟିମର ଚୟନକର୍ତ୍ତା ତାଲିକାରେ ବିନୋଦ କାମ୍ବଲୀଙ୍କ ନାମ ପ୍ରଥମରେ ରହିଛି । ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ତାର ବିଭିନ୍ନ ପଦ ପଦବୀ ପାଇଁ ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୨୮ ତାରିଖରେ ସମାପ୍ତ କରିଛି । ଏପଟେ ଖୁବଶୀଘ୍ର ଭାରତୀୟ କ୍ରିକେଟ ଟିମର ଚୟନକର୍ତ୍ତାଙ୍କ ନାମ ଘୋଷଣା କରାଯିବ । ସୂଚନା ଥାଉକି କିଛିଦିନ ତଳେ ବିସିସିଆଇ ତରଫରୁ ଚେତନ ଶର୍ମାଙ୍କ ନେତୃତ୍ୱରେ ଥିବା ଚୟନକର୍ତ୍ତା ଟିମକୁ ଛୁଟି କରିଦେଇଛନ୍ତି ।

ଏହାପରେ ବିସିସିଆଇ ତରଫରୁ ଭାରତୀୟ ଟିମର ଚୟନକର୍ତ୍ତା ପଦ ପାଇଁ ଆବେଦନ ମାଗିଥିଲେ । ଏହାପରେ ସଲିଲ ଓଙ୍କଲା, ସମୀର ଦୀଘେ ଓ ବିନୋଦ କାମ୍ବଲୀ ଏହି ପଦପାଇଁ ଆବେଦନ କରିଥିଲେ । ସେପଟେ ଅଜିତ ଅଗରକର ଏହି ପଦ ପାଇଁ ଆବେଦନ କରିଛନ୍ତି କି, ନାହିଁ ତାହା ସ୍ପଷ୍ଟ ହୋଇନାହିଁ ।

 

 

Related posts

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ (ଡବ୍ଳ୍ୟୁଟିସି) ଫାଇନାଲ ମୁକାବିଲା ଦ୍ରାବିଡଙ୍କ ପ୍ରସ୍ତୁତ ଆରମ୍ଭ

Odisha Sports Bureau

କୋଲକତା ଇଡେନଗାର୍ଡେନ ଷ୍ଟାଡିୟମରେ ଲାଗିଲା ନିଆଁ, ଡ୍ରେସିଂ ରୁମଜଳି ପାଉଁଶ

Odisha Sports Bureau

ୱେଷ୍ଟଇଣ୍ଡିଜ୍‌କୁ ପରାସ୍ତ କରି ଭାରତର ପଥ ପରିଷ୍କାର କରିଛି ଦକ୍ଷିଣ ଆଫ୍ରିକା

Odisha Sports Bureau