Cricket

ଭାରତ – ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦, ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଭାରତ

(ଓଡିଶା ସ୍ପୋର୍ଟ): ୱେଲିଂଟନ ଠାରେ ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମୁକାବିଲାରେ ଟସ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛି ଭାରତ । ଅଧିନାୟକ ରୋହିତ ଶର୍ମା ପ୍ରଥମେ ଟସ ଜିତି ଘରୋଇ ଦଳକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଛନ୍ତି । ବିରାଟ କୋହଲି ବିଶ୍ରାମ ନେଇଥିବାରୁ ଏହି ମ୍ୟାଚ୍ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଖେଳାଯାଉଛି।
ନ୍ୟୁଜିଲ୍ୟାଣ୍ଡରେ ଆଜି ପର୍ୟ୍ୟନ୍ତ କେବେ ମଧ୍ୟ ଟି୨୦ ମ୍ୟାଚ୍ ଜତିନାହିଁ ଭାରତ। ୨୦୦୯ ମସିହାରେ ଟି୨୦ ସିରିଜ୍ ଖେଳାଯାଇଥିଲେ ମଧ୍ୟ ଏହାକୁ ୨-୦ରେ ପୋଚି ନେଇଥିଲା ନ୍ୟୁଜିଲ୍ୟାଣ୍ଡ। ତେଣୁ ଆଜିର ମ୍ୟାଚ୍ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ।

Related posts

ୱେଷ୍ଟଇଣ୍ଡିଜ ବିପକ୍ଷରେ ସିରିଜ ପୂର୍ବରୁ ଜିମରେ ଝାଳ ବୁହାଉଛନ୍ତି କୋହଲି

ବିରାଟ – ଗମ୍ଭୀର କୁ ନେଇ UP ପୋଲିସ ଟ୍ୱିଟ୍

ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ଶୃଙ୍ଖଳା

Odisha Sports Bureau