More Sports

ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିୟନସିପ୍, ସିଙ୍ଗାପୁରକୁ ୩-୦ରେ ହରାଇ ଫାଇନାଲରେ ଭାରତ

(ଓଡିଶା ସ୍ପୋର୍ଟ): ୨୧ତମ ରାଜ୍ୟଗୋଷ୍ଠୀ ଟେବୁଲ୍‌ ଟେନିସ୍‌ ମିକ୍ସଡ୍‌ ଡବଲସ୍‌ ଫାଇନାଲରେ ଭାରତୀୟ ମହିଳା ଓ ପୁରୁଷ ଦଳ । ସିଙ୍ଗାପୁରକୁ ୩-୦ରେ ହରାଇ ଫାଇନାଲରେ ପ୍ରବେଶ କରିଛି ମହିଳା ଦଳ । ସେହିପୁରଷ ଦଳ ମଧ୍ୟ ସିଙ୍ଗାପୁରକୁ ୩-୦ରେ ହରାଇ ଫାଇନାଲରେ ପହଞ୍ଚିଛି । ଆଜି ଉଭୟ ପୁରୁଷ ଓ ମହିଳା ବିଭାଗର ଫାଇନାଲ ମୁକାବିଲା ହେବ । ଗତକାଲି ମିକ୍ସଡ ଡବଲସ୍‌ରେ ଭାରତର ଜି.ସାଥିୟା ଓ ଅର୍ଚ୍ଚନା କାମଥ୍‌ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ଆଜି ପ୍ରତିଯୋଗୀତାର ଶେଷ ଦିନ। ଆଜିର କାର୍ୟ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗଦେବାର କାର୍ୟ୍ୟକ୍ରମ ରହିଛି ।

Related posts

ମିଷ୍ଟର ସାଉଥ ଏସିଆ ଟାଇଟଲ ହାସଲ କଲେ ବଡ଼ିବିଲ୍ଡର ରବିନ୍ଦର କୁମାର

ସ୍ୱର୍ଣ୍ଣ ପଦକ ଧରି ଭାରତ ମାଟିରେ ପାଦ ଦେଲେ ଦୂତୀ

Odisha Sports Bureau

ଦକ୍ଷିଣ ଏସିଆନ ଗେମ୍ସ: ସୁଇମିଂରେ ୭ଟି ସ୍ୱର୍ଣ୍ଣ

Odisha Sports Bureau