More Sports

ରାଷ୍ଟ୍ରିୟ ରେକର୍ଡ ସହିତ ସ୍ୱର୍ଣ୍ଣ ଜିତିଲେ ଜେରେମି

(ଓଡିଶା ସ୍ପୋର୍ଟସ): ଯୁବ ଅଲମ୍ପିକ୍ ଚମ୍ପିଆନ୍ ଜେରେମି ଲାଲରିନନୁଙ୍ଗା କ୍ଲିନ୍ ଆଣ୍ଡ୍ ଜାର୍କରେ ରାଷ୍ଟ୍ରିୟ ରେକର୍ଡ ସହିତ ୭୨ତମ ପୁରୁଷ ଏବଂ ୩୫ତମ ମହିଲା ସିନିୟର ଭାରତ୍ତୋଳନ ଚମ୍ପିଆନଶିପ୍ରେ ପୁରୁଷ ୬୭କି.ଗ୍ରା ବର୍ଗରେ ଟାଇଟଲ୍ ହାସଲ କରିଛନ୍ତି । ମିଜୋରାମର ଏହି ଭାରତ୍ତୋଳକ ସ୍ନେଚରେ ଦୁଇଟି ବିଫଳ ପ୍ରୟାସ ପରେ ୧୩୨ କି.ଗ୍ରା ଓଜନ ଉଠାଇଥିଲେ, କିନ୍ତୁ କ୍ଲିନ୍ ଏବଂ ଜର୍କରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ୧୬୭ କି.ଗ୍ରା ଓଜନ ସହିତ ପ୍ରାୟ ୨୯୯ କି.ଗ୍ରା ଓଜନ ସହିତ ଟାଇଟଲ୍ ଜିତିଛନ୍ତି ।
ଅବଶ୍ୟ, ଏହି ପ୍ରୟାସ ୩୦୬ କିଗ୍ରା ଓଜନ ତାଙ୍କର ନିଜସ୍ୱ ସର୍ବଶ୍ରେଷ୍ଠ ପ୍ରଦର୍ଶନଠାରୁ ବହୁତ କମ୍, ଯେଉଁ ରେକର୍ଡ ସେ ଗତବର୍ଷ ଡିସେମ୍ବରରେ କତ୍ତର ଇଣ୍ଟରନ୍ୟାସନାଲ୍ କପ୍ ସମୟରେ କରିଥିଲେ ।

Related posts

୨୬ ତମ ଥର ପାଇଁ ବିଶ୍ୱ ବିଲିୟର୍ଡ ଚାମ୍ପିଅନସିପ୍ ଟାଇଟଲ୍ ଜିତିଛନ୍ତି ଭାରତର ପଙ୍କଜ ଆଡଭାନୀ

Odisha Sports Bureau

ବର୍ମିଂହାମ ରାଷ୍ଟ୍ରମଣ୍ଡଳ ଖେଳର ନୂଆ ନିୟମ ଉଡାଇଲା ନିଦ

Odisha Sports Bureau

ଏସିଆନ କୁସ୍ତି ଚମ୍ପିୟାନସିପରେ ଭାଗ ନେବେନି ଚୀନ

Odisha Sports Bureau