Cricket

ଶ୍ରୀଲଙ୍କାଠାରୁ ପରାଜୟ ପରେ ସର୍ଫରସଙ୍କ ଅଧିନାୟକତ୍ୱ ଆଉଟ

(ଓଡିଶା ସ୍ପୋର୍ଟସ ):  ପାକିସ୍ତ।ନରେ ହେଉଥିବା ପାକ୍ ଶ୍ରୀଲଙ୍କା ଘରୋଇ ସିରିଜରେ ପାକର ପରାଜୟକୁ ହଜମ କରି ପାରିନାହିଁ ପାକିସ୍ତାନ କ୍ରିକେଟେ ବୋର୍ଡ । ତେଣୁ ଶୁକ୍ରବାର ସର୍ଫରାଜ ଅହମ୍ମଦଙ୍କୁ ପାକ ଟେଷ୍ଟ ଓ ଟି ୨୦ ଦଳର ଅଧିନାୟକ ପଦରୁ ବାହାର କରି ଦିଆଯାଇଛି । ଏବେ ବ୍ୟାଟ୍ସମ୍ୟାନ ଆଝାର ଅଲ୍ଲୀ ଟେଷ୍ଟ ଦଳର ନେତୃତ୍ୱ ନେବେ ବୋଲି ବୋର୍ଡ ଘୋଷଣା କରିଛି । ସର୍ଫରାଜ ୨୦୧୭ରୁ ସମସ୍ତ ଖେଳରେ ଅଧିନାୟକ ରହିଆସୁଥିଲେ ।
ତାଙ୍କ ଅଧିନାୟକତ୍ୱରେ ପାକିସ୍ତାନ ପ୍ରଥମ ଥର ପାଇଁ ଅଷ୍ଟ୍ରେଲିଆରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ । ସେହିପରି ଟି ୨୦ ଫର୍ମାଟରେ ଉଦୀୟମାନ ବ୍ୟାଟ୍ସମ୍ୟ।।ନ ବାବର ଆଜାମ ଅଧିନାୟକ ହେବେ । ତେବେ ଟି ୨୦ ବିଶ୍ୱକପକୁ ଏକ ବର୍ଷ ଥିବା ବେଳେ ନେତୃତ୍ୱରେ ପରିବର୍ତ୍ତନ ବାବରଙ୍କୁ ଏକ ଚ୍ୟାଲେଞ୍ଜ ହୋଇଛି ।

Related posts

ଭାରତର ବଡ଼ ବିଜୟ, ୪୬ ରନରେ ନ୍ୟୁଜିଲାଣ୍ଡକୁ ହରାଇ ସିରିଜ୍ ଜିତିଲା ଦଳ

Odisha Sports Bureau

ଗୌତମ ଗମ୍ଭୀର କରୋନା ପଜିଟିଭ

Odisha Sports Bureau

ପେଟ୍ରୋଲ ଢ଼ାଳି ନିଆଁ ଲଗାଇବାକୁ ଚେଷ୍ଟା କଲେ ପାକ୍ ପ୍ରଶଂସକ?