More Sports

ସୁମ୍ମୋରଙ୍କ ଠାରୁ ଟ୍ରେନିଙ୍ଗ ନେବେ ମନିକା

(ଓଡିଶା ସ୍ପୋର୍ଟ): ଭାରତର ପ୍ରମୁଖ ଟେବୁଲ ଟେନିସ୍ ତାରକା ମନିକା ବାତ୍ର୍ରା ଏବେ ଦିଲ୍ଲୀ ସ୍ଥିତ ପିଲାଦିନର କୋଚ୍ ସଂନ୍ଦିପ୍ ଗୁପ୍ତାଙ୍କ ଜାଗାରେ ପୁନ୍ନେରେ ସୁମ୍ମୋର ପରଞ୍ଜିପଙ୍କ ଠାରୁ ଟ୍ରେନିଙ୍ଗ୍ ନେବେ । ଏହିି ବିଷୟରେ ବାତ୍ରା ଏବଂ ଗୁପ୍ତାଙ୍କ ସହିତ କୈାଣସି କଥାବାର୍ତ୍ତା ହୋଇପାରି ନାହିଁ, କିନ୍ତୁୁ ଭାରତୀୟ ଟେବୁଲ୍ ଟେନିସ୍ ସଂଘର ସଚିବ ଏମ୍ ପି ସିଂହ ଏହା ପୁଷ୍ଟି କରିଛନ୍ତି ।

ସିଂହ କହିଛନ୍ତି ଟାରଗେଟ୍ ଅଲମ୍ପିକ୍ ପୋଡିୟମ୍ ସ୍କିମ୍(ଟପ୍ସ) ବୈଠକରେ ମନିକା ନିଜର ନୀଷ୍ପତ୍ତି ବିଷୟରେ ସମିତିକୁ ଅବଗତ କରାଇଦେଇଥିଲେ । ୨୩ ବର୍ଷିୟ ମନିକା ପଞ୍ଜାବି ବାଗ୍ ସ୍ଥିତ ଏକାଡେମିରେ ୮ବର୍ଷ ବୟଷରେ ଟ୍ରେନିଙ୍ଗ ନେଇଥିଲେ । ଟିଟିଏଫ୍ ଆଇ ର ସଚିବ କହିଛନ୍ତି କାନାଡାର ଡେଜନ ପେପିକ୍ ଜୁଲାଇରୁ ହେଡ୍ କୋଚ୍ ରୁପେ ଏହା ସହିତ ମିଶିବେ ।

Related posts

ସ୍ୱପ୍ନରେ ରହିଗଲା ଅନ୍ନୁଙ୍କ ସ୍ୱପ୍ନ

Odisha Sports Bureau

ୱାର୍ଲଡ ପାରା ଏଥଲେଟିକ୍ ଚମ୍ପିଆନସିପରେ ଶରଦଙ୍କୁ ରୌପ୍ୟ

Odisha Sports Bureau

ବିଶ୍ୱ ପାରା ଦୌଡ଼କୁଦରେ କିଟ୍ ଛାତ୍ର ପ୍ରବୀଣଙ୍କୁ ରୌପ୍ୟ