More Sports

ସ୍କ୍ୱାସ୍ ଚମ୍ପିଆନଶିପରେ ଭାରତୀୟ ଟିମର ପ୍ରତିିନିଧିତ୍ୱ କରିବେ ଘୋଶାଲ ଏବଂ ଜୋସ୍ନା

(ଓଡିଶା ସ୍ପୋର୍ଟସ): ସୌରଭ ଘୋଶଲ ଏବଂ ଜୋସ୍ନା ଚିନପ୍ପା ୨୫-୨୯ ମାର୍ଚ୍ଚ ପର୍ଯ୍ୟନ୍ତ ମାଲେସିଆରେ କୁଆଲାଲପୁର ରେ ହେବାକୁ ଥିବା ୨୦ତମ ଏସିଆ ଟିମ୍ ସ୍କ୍ୱାସ ଚମ୍ପିଆନଶିପ୍ ରେ କ୍ରମଶଃ ଭାରତୀୟ ପୁରୁଷ ଏବଂ ମହିଳା ଟିମ୍ ର ପ୍ରତିନିଧିତ୍ୱ କରିବେ । ଘୋଷାଲ ୧୩ ଥର ରାଷ୍ଟ୍ରିୟ ଚମ୍ପିଆନ ଅଟନ୍ତି ଏବଂ ତାଙ୍କ ବର୍ତ୍ତମାନର ବିଶ୍ୱ ର୍ୟାଙ୍କିଙ୍ଗ୍ ୧୩ତମ ଅଟେ । ସେହିପରି ୧୮ଥର ରାଷ୍ଟ୍ରିୟ ଚମ୍ପିଆନ ଜୋସ୍ନାଙ୍କ ର୍ୟାଙ୍କିଙ୍ଗ୍ ୧୨ତମ ଅଟେ । ପୁରୁଷଙ୍କ ଟିମରେ ଘୋଷାଲ ବ୍ୟତୀତ ଅଭିଶେକ୍ ପ୍ରଧାନ, ହରିନ୍ଦର ପାଲ୍ ଏବଂ ଅଭୟ ସିଂହ ଏବଂ ମହିଳାମାନଙ୍କ ମଧ୍ୟରେ ଜୋସ୍ନାଙ୍କ ସହିତ ତନବି ଖନ୍ନା, ସୁନୟନା କୁରଭିଲା ଏବଂ ସାନ୍ୟା ବତ୍ସ ରହିଛନ୍ତି ।

Related posts

ଏସିଆ ଚମ୍ପିଆନଶିପରେ ଦୁଇଟି ସ୍ୱର୍ଣ୍ଣ ପଦକ ଜିତିଲେ କୁଶାଗ୍ର ରାୱତ

Odisha Sports Bureau

ଏଫଆଇଏଚ ପ୍ଳୋ ଲିଗ ୨୦୨୦ ଭାରତୀୟ ଦଳରେ ୨ ଓଡ଼ିଆ

Odisha Sports Bureau

ଇଚ୍ଛା ମୃତ୍ୟୁ ବରଣ କଲେ ମାରିକେ

Odisha Sports Bureau