More Sports

ଇଣ୍ଡିଆନ ସୁପର ଲିଗ୍: ପ୍ଲେଅଫ୍ରେ ଗୋଆ ସହିତ ଖେଳିବ ଚେନ୍ନାଇୟାନ

(ଓଡିଶା ସ୍ପୋର୍ଟସ): ଇଣ୍ଡିଆନ ସୁପର ଲିଗ୍ ଚରଣର ଶେଷ ମୁକାବିଲାରେ ନର୍ଥଇଷ୍ଟ ୟୁନାଇଟେଡ୍ ଏଫସି୍ ସହିତ ଚେନ୍ନାଇୟାନ ଏଫସି ୨-୨ରେ ଡ୍ରେ ଖେଳିଚି । ଦୁଇ ଦୁଇ ଥର ଚମ୍ପିଆନ ହୋଇଥିବା ଚେନ୍ନାଇୟାନ ପ୍ରଥମ ପ୍ଲେଅଫ୍ ରେ ନିଜର ସ୍ଥାନ ପକ୍କା କରିନେଇଛନ୍ତି ଏବଂ ଏହି ସମୟରେ ସେ ୨୮ ଅଙ୍କ ସହିତ ଚତୁର୍ଥ ସ୍ଥାନରେ ରହିଛନ୍ତି । ସେହିପରି, ନର୍ଥଇଷ୍ଟ୍ ୟୁନାଇଟେଡ୍ ଏଫସି ୧୪ ଅଙ୍କ ସହିତ ନବମ ସ୍ଥାନରେ ରହିଛନ୍ତି ।

Related posts

ଏୟାରପୋର୍ଟରେ ଅଲିମ୍ପିକ ହିରୋଙ୍କୁ ଭବ୍ୟ ସ୍ୱାଗତ

Odisha Sports Bureau

ଇଣ୍ଡିଆନ୍ ଓପନ ଗଲ୍ଫ୍ ଟୁର୍ଣ୍ଣାମେଣ୍ଟର ଅଷ୍ଟମ ସ୍ଥାନରେ ଅମନଦିପ୍

Odisha Sports Bureau

ଭାରତର ଅଷ୍ଟମ ପଦକ

Odisha Sports Bureau