Tennis

ଡ଼ିସେମ୍ବର ୪ରୁ ଓଡ଼ିଶା ଟେନିସ ପ୍ରିମିୟର ଲିଗ

(ଓଡ଼ିଶା ସ୍ପୋର୍ଟ): ଓଡ଼ିଶା ଟେନିସ ପ୍ରିମିଅର ଲିଗ୍ ଡିସେମ୍ବର ୪ରୁ ଅନୁଷ୍ଠିତ ହେବ । ଏହା ଓଟିପିଏଲ୍ର ତୃତୀୟ ସିଜନ।ଏଥିରେ ୮ଟି ଦଳ, ଯାଜପୁର ସୁଟର୍ସ, କ୍ୟାପିଟାଲ କିଙ୍ଗ, ପୁରୀ ୱେଭ୍ସ, ଭୁବନେଶ୍ୱର ୱାରିଅର୍ସ, କେନ୍ଦ୍ରାପଡା କଣ୍ଟେଣ୍ଡର, କିଟ୍ କିଲର ବି, କଟକ କଙ୍କରର୍ସ ଓ ଭଦ୍ରକ ଭିକ୍ଟର୍ସ ଭାଗ ନେଇଛନ୍ତି।ଏହି ଦଳଗୁଡିକ ପାଇଁ ଦିଲ୍ଲୀରେ ଜର୍ସି ଉନ୍ମୋଚନ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଚଳିତ ସିଜନରେ ଭାରତର ଟପ୍ ଟେଣ୍ଟି ଟେନିସ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଅଂଶ ଗ୍ରହଣ କରିବେ। ଟୁର୍ଣ୍ଣାମେଣ୍ଟ ଡିସେମ୍ବର ୮ ତାରିଖ ଯାଏ ଚାଲିବ। ଓଡ଼ିଶାରେ ଟେନିସର ପ୍ରୋତ୍ସାହନ ପାଇଁ ଏପରି ଟୁର୍ଣ୍ଣାମେଣ୍ଟ ବେଶ ସହାୟକ ହେବ ବୋଲି କହୁଯାଉଛି।

Related posts

କତର ଓପନ: ବୋପନ୍ନା ଜିତିଲେ ବର୍ଷର ପ୍ରଥମ ଯୁଗୋଳ ଟାଇଟଲ୍

Odisha Sports Bureau

ପଞ୍ଚମ ଥର ପାଇଁ ଇଟାଲୀ ଓପନ୍ ଚାମ୍ପିଅନ୍ ହେଲେ ଜୋକୋଭିକ୍

Odisha Sports Bureau

ସମ୍ମାନିତ ହେବେ ଟେନିସ୍ ତାରକା ରୋଜର ଫେଡେରର୍