Football

ୟୁଏଫ୍ ଚାମ୍ପିଅନ୍ସ ଲିଗ୍: ବାଇର୍ନ ମ୍ୟୁନିକ୍ ଏବଂ ପିଏସଜି ମଧ୍ୟରେ ଫାଇନାଲ୍

(ଓଡିଶା ସ୍ପୋର୍ଟସ୍): ଚାମ୍ପିଅନ୍ସ ଲିଗର ଦ୍ୱିତୀୟ ସେମିଫାଇନାଲରେ ବାଇର୍ନ ମ୍ୟୁନିକ ଲିୟନକୁ ୩-୦ରେ ପରାସ୍ତ କରି ଫାଇନାଲକୁ ଉନ୍ନୀତ ହୋଇଛି । ସେ ଟାଇଟଲ ମ୍ୟାଚରେ ପ୍ୟାରିସ ସେଣ୍ଟ ଜର୍ମାନ (ପିଏସଜି)କୁ ଭେଟିବେ । ପିଏସଜି ପୂର୍ବରୁ ସେମିଫାଇନାଲରେ ଜର୍ମାନ କ୍ଲବ ଆରବ ଲିପଜିଗକୁ ୩-୦ରେ ପରାସ୍ତ କରିଥିଲା । ପାଞ୍ଚ ଥର ଚାମ୍ପିଅନ୍ ବାଇର୍ନ ମ୍ୟୁନିକ୍ ଏକାଦଶ ଥର ପାଇଁ ଚାମ୍ପିଅନ୍ସ ଲିଗ୍ ଫାଇନାଲରେ ପ୍ରବେଶ କରିଛି ।

Related posts

ନବମ ବାର୍ଷିକ କୁଇକ୍ଲାମ୍ବୁ ଫୁଟବଲ ପ୍ରତିଯୋଗିତା ଫିରିଙ୍ଗିଆରେ ଉଦଘାଟନୀ ଉତ୍ସବ

Odisha Sports Bureau

ଫିଫା ବିଶ୍ୱକପ୍ ୨୦୨୨: କତରରେ ପହଞ୍ଚି ଷ୍ଟେଜ ପଫୋରମାନ୍ସ ପାଇଁ ପ୍ରସ୍ତୁତ ହେଲେ ନୋରା

Odisha Sports Bureau

ମେସିଙ୍କ ନୁଆ ରେକର୍ଡ

Odisha Sports Bureau