More Sports

ୱାର୍ଲଡ ବିଲିୟାର୍ଡସ ଚମ୍ପିଅ।।ନସିପର ଫାଇନାଲରେ ପ୍ରବେଶ କଲେ ସୌରଭ

(ଓଡିଶା ସ୍ପୋର୍ଟସ): ସୌରଭ କୋଠାରୀ ଶୁକ୍ରବାର ଦିନ ୱାର୍ଲଡ ବିଲିୟାର୍ଡସର ଫାଇନାଲରେ ପହଁଞ୍ଚି ଯାଇଛନ୍ତି । ସୌରଭ ନିଜର ଭଲ ପ୍ରଦର୍ଶନକୁ ବଜାୟୀରଖି ସେମିଫାଇନାଲରେ ପୂର୍ବ ୱାର୍ଲ ଚମ୍ପିଆନ ଇଂଲଣ୍ଡର ମାଇକ୍ ରସେଲଙ୍କୁ ପରାସ୍ତ କରିଛନ୍ତି । ମ୍ୟାଚରେ କୋଠାରିଙ୍କ ପ୍ର୍ରଭାବ ଏପରିଥିଲା କି ୪ ଘଣ୍ଟାର ସେମିଫାଇନାଲରେ ୪୫ ମିନିଟର ଶେଷ ରହିବା କାରଣରୁ ରସେଲ ପାଖାପାଖି ୬୦୦ ଅଙ୍କର ଭାରି କ୍ଷତିକୁୁ ଦୂର କରିବା ପାଇଁ ପର୍ଯ୍ୟାପ୍ତ କରିମାଣର ସମୟ ନ ଥିବା କାରଣରୁ ମ୍ୟାଚରେ ପରାଜୟକୁ ସ୍ୱିକାର କରିନେଇଥିଲେ । ଶେଷରେ କେ।।ଠାରୀ ୨୦୫, ୧୯୫, ୧୭୫,୧୨୮ ଏବଂ ୧୦୩ ର ବ୍ରେକ୍ ସହିତ ୧୦୯୦-୫୯୪ ସହିତ ବିଜୟ ହାସଲ କରିନେଇଥିଲେ, ଯେତେବେଳେ କି ରସେଲ ୨୪୭, ୧୩୧ ଏବଂ ୧୨୧ର ବ୍ରେକ୍ କରିଥିଲେ ।

Related posts

ରାଜ୍ୟଗୋଷ୍ଠୀ କ୍ରୀଡ଼ା : ୧୦୦ ମିଟର ରେସର ପ୍ରଥମ ରାଉଣ୍ଡରେ ଅଟକିଲେ ଦୂତୀ ଚାନ୍ଦ

Odisha Sports Bureau

ରାଷ୍ଟ୍ରିୟ ରେକର୍ଡ ଭାଙ୍ଗି ଅଲମ୍ପିକ୍ ପାଇଁ କ୍ୱାଲିଫାଇ କଲେ ଅବିନାଶ

Odisha Sports Bureau

ମ୍ୟାରିକମ୍‌ ଷଷ୍ଠ ଥର ପାଇଁ ବିଶ୍ୱ ଟାଇଟଲ୍‌ ହାସଲ କରିଛନ୍ତି

Odisha Sports Bureau