Wrestling

ମହିଳା କୁସ୍ତି ଯୋଦ୍ଧା ଭାବେ ବ୍ରୋଞ୍ଜ ଜିତିଲେ ପୂଜା

ପୂଜା ଧଣ୍ଡା ଚତୁର୍ଥ ଭାରତୀୟ ମହିଳା କୁସ୍ତି ଯୋଦ୍ଧା ଭାବେ ବିଶ୍ୱ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି। ଗୁରୁବାର ସେ ୫୭କେଜି ଶ୍ରେଣୀର ଏକ ମୁକାବିଲାରେ ୨୦୧୭ ୟୁରୋପିଆନ ଚାମ୍ପିୟନ ଗ୍ରେସ୍‌ ଜାକବ ବୁଲେନଙ୍କୁ ୧୦-୭ରେ ପରାସ୍ତ କରି ଏହି ସଫଳ ତା ହାସଲ କରିଛନ୍ତି। ଚାମ୍ପିୟନଶିପ୍‌ରେ ଭାରତର ଏହା ହେଉଛି ଦ୍ୱିତୀୟ ପଦକ। ପୂର୍ବରୁ ବଜରଙ୍ଗ ପୁନିଆ ୬୫କେଜି ଶ୍ରେଣୀରେ ପୁରୁଷ ଫ୍ରିଷ୍ଟାଇଲ କାଟେଗୋରିରେ ଏକ ରୌପ୍ୟ ପଦକ ଲାଭ କରିଛନ୍ତି।

Related posts

ରେସଲର ଆବେଦନର ଶୁଣାଣି ବନ୍ଦ କଲେ ସୁପ୍ରିମକୋର୍ଟ

Odisha Sports Bureau

ଜାତୀୟ ଚାମ୍ପିୟନଶିପରେ ଖେଳିବେ ନାହିଁ ସୁଶୀଲ

Odisha Sports Bureau

ଏସିଆ କୁସ୍ତି ଚାମ୍ପିଆନଶିପ; ଗସ୍ତରୁ ବାଦ ପଡ଼ିଲେ ୩ ସଦସ୍ୟ