Cricket

ଓଡିଶା – ହରିୟାଣା ରଣଜୀ ମ୍ୟାଚ

(ଆଦର୍ଶ ରାଉତ) : ଓଡିଶା – ହରିୟାଣା ରଣଜୀ ମ୍ୟାଚ, ଆଜି ତୃତୀୟ ଦିନ ଓଡିଶା ର ପ୍ରଥମ ପାରି ୩୨୪ ରନ ରେ ଅଲଆଉଟ । ଫଳରେ ହରିୟାଣା ପ୍ରଥମ ଇନିଙ୍ଗ ରେ ୪୪୨ ରନ ସଂଗ୍ରହ କରିଛି । ହରିୟାଣା ତରଫରୁ ହିମାଶୁଂ ରାଣା ୧୬୪ ରନ କରିଥିଲେ ଓ ହର୍ସଲ ପଟ୍ଟେଲ ୭୨ ରନ କରିଥିଲେ । ଓଡିଶା ଦିତୀୟ ଇନିଙ୍ଗି ରେ ଟି ବ୍ରେକ ସୁଧା କୌଣସି ୱକେଟ ନହରାଇ ୧୨ ରନ ସଂଗ୍ରହ କରିଚି । ଓଡିଶା ହରିୟାଣା ଠାରୁ ୧୦୬ ରନ ପଛରେ ଅଛି ।

Related posts

ଅଙ୍ଗକ୍ରିଶ ରଘୁବଂଶୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇଛି ବିସିସିଆଇ

Odisha Sports Bureau

କାଲି ପଡିଆକୁ ଓହ୍ଲାଇବେ ହାର୍ଦ୍ଦିକ…

ଭାଙ୍ଗିଲା ୨୦ ବର୍ଷର ପରାଜୟ ଧାରା

Odisha Sports Bureau