Hockey

କିଙ୍ଗ ଖାନ ଶାହାରୁଖଙ୍କୁ ଥ୍ୟାଙ୍କ ୟୁ ମ୍ୟାସେଜ ଜଣାଇଲେ ମୁଖ୍ୟମନ୍ତ୍ରୀ

(ଓଡିଶା ସ୍ପୋର୍ଟ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୱିଟ କରି ୟୁ ମ୍ୟାସେଜ ଜଣାଇଛନ୍ତି କିଙ୍ଗ ଖାନ ଶାହାରୁଖ ଥ୍ୟାଙ୍କ ।ଏହା ସହ ଓଡିଶା ଆସିବାକୁ ମୁଁ ଉତ୍ସାହିତ ବୋଲି ମଧ୍ୟ ଟ୍ୱିଟ କରି କହିଛନ୍ତି । ହକି ବିଶ୍ୱକପର ପ୍ରଚାର ପ୍ରସାର କରିବା ଆମର କର୍ତବ୍ୟ । ଏହା ସହ ହକି ବିଶ୍ୱକପର ବହୁ ପ୍ରତିକ୍ଷିତ ଅଫିସିଆଲ ସଂଗୀତର” ଜୟ ହିନ୍ଦ ଜୟ ଇଂଡିଆ” ରିଲିଜି ହୋଇସାରିଛି ।ଏହାପରେ ମୁଖ୍ୟମନ୍ତ୍ରୀ ନିଜ ଟ୍ୱିଟ ମାଧ୍ୟମରେ ଏ ଆକର୍ଷଣୀୟ ଟିଜର ଭାରତୀୟ ହକି ପ୍ରେମୀଙ୍କୁ ନିଶ୍ଚିତ ଉସ୍ର୍ାହିତ କରିବ ବୋଲି ମଧ୍ୟ କହିଛନ୍ତି । ଏହା ସହ କିଙ୍ଗ ଖାନ ଶାହାରୁଖ ଙ୍କୁ ଓଡିଶା ଆସିବାପାଇଁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ନବୀନ ।

Related posts

ଆଜି କଳିଙ୍ଗରେ କଡ଼ା ଟକ୍କର: ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବ ପ୍ରଥମ ମ୍ୟାଚ

Odisha Sports Bureau

ହର୍ମନପ୍ରୀତଙ୍କ ହ୍ୟାଟ୍ରିକ୍‌; ଭାରତ ୫-୪ରେ ବିଜୟୀ

Odisha Sports Bureau

ଜାତୀୟ କନିଷ୍ଠ ପୁରୁଷ ହକି ପାଇଁ ୧୮ ଜଣିଆ ଓଡ଼ିଶା ଦଳ ମହାରାଷ୍ଟ୍ର ଗସ୍ତ

Odisha Sports Bureau