Hockey

ଆଜି ଠାରୁ ହକି ଲଢେଇ ପ୍ରଥମ ଦିନରେ ଦୁଇଟି ମ୍ୟାଚ୍

(ଓଡିଶା ସ୍ପୋର୍ଟ): ଆଜି ଠାରୁ ହକି ମହାସମର। ଗତକାଲି ଉଦଘାଟନୀ ଉତ୍ସବ ପରେ ଆଜି କଳିଙ୍ଗ ଷ୍ଟାଡିୟମରେ ହେବ ବିଶ୍ୱ ପୁରୁଷ ହକିର ପ୍ରଥମ ମୁକାବିଲା। ଏହି ଦିନରେ ଦୁଇଟି ମ୍ୟାଚ୍ ଖେଳାଯିବାର ସ୍ଥିର ହୋଇଛି। ବୁଧବାର ଅପରାହ୍ନ ୫ଟାରେ ବେଲଜିୟମ ଓ କାନାଡା ମଧ୍ୟରେ ମୁକାବିଲା ହେବା ସହ ଅପରାହ୍ନ ୭ଟାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମୁକାବିଲା ହେବ । ଡିସେମ୍ବର ୧୬ ପର୍ୟ୍ୟନ୍ତ ହକି ମହାକୁମ୍ଭ ଚାଲିବ।

Related posts

କରୋନା ପାଇଁ ଘୁଞ୍ଚିଲା ଅଜଲାନ ଶାହ କପ

ପରସ୍ପରକୁ ଭେଟିବେ ଜର୍ମାନୀ-ନେଦରଲାଣ୍ଡ ଓ ପାକିସ୍ଥାନ-ମାଲେସିଆ

Odisha Sports Bureau

ଜାତୀୟ କ୍ରୀଡା ଦିବସ: ଦାସତ୍ୱ ଭାରତକୁ ଏକ ନୂତନ ପରିଚୟ ଦେଇଥିଲେ ଧାନଚାନ୍ଦ

Odisha Sports Bureau