More Sports

୬୯ତମ ଜାତୀୟ ବରିଷ୍ଠ ବାସ୍କେଟ୍ ବଲ ଚାମ୍ପିୟନ୍ସିପ, ଗଞାମର ୨ ଖେଳାଳି ମନୋନୀତ

(ଓଡିଶା ସ୍ପୋର୍ଟ): ଗୁଜରାଟର ଭାବନଗରଠାରେ ଜାନୁୟାରୀ ୫ ରୁ ୧୨ ତାରିଖ ପର୍ୟ୍ୟନ୍ତ ୬୯ ତମ ଜାତୀୟ ବରିଷ୍ଠ ବାସ୍କେଟ୍ବଲ ଚାମ୍ପିୟନ୍ସିପ ଅନୁଷ୍ଠିତ ହେବ। ଏହି ଟୁର୍ନାମେଣ୍ଟରେ ଓଡ଼ିଶା ଦଳ ଅଂଶ ଗ୍ରହଣ କରିବ ବୋଲ ଜଣାପଡ଼ିଛି। ତେବେ ଓଡ଼ିଶା ଦଳରେ ଖେଳିବା ପାଇଁ ଗଞ୍ଜାମ ଜିଲାର ୨ ଖେଳାଳି ମନୋନୀତ ହୋଇଛନ୍ତି। ସେମାନେ ହେଲେ ପି.ସୁରେଶ କୁମାର ଏବଂ ସାଇ ରୋଶନ।

ଏହି ଦୁଇ ଖେଳାଳି ବ୍ରହ୍ମପୁର ଷ୍ଟାଡିୟମଠାରେ ଅଭ୍ୟାସ କରୁଥିବା ବେଳେ ଏହି ସଫଳତା ପାଇଁ ସେମାନେ ଅନେକ ଅଶାବାଦୀ ଥିବା କହିଛନ୍ତି। ଏନେଇ ଖେଳାଳିଙ୍କୁ ଗଞ୍ଜାମ ଜିଲା କ୍ରୀଡା ସଂସଦର ସାଧାରଣ ସମ୍ପାଦକ ଅଶୋକ କୁମାର ସାହୁ, କୋଚ୍ କାଜଲ ସାହୁ, ବାସ୍କେଟ୍ବଲ ସମ୍ପାଦକ ଶରତ ଚନ୍ଦ୍ର ମହାପାତ୍ର, ସଂସଦର କର୍ମକର୍ତ୍ତା ଉପେନ୍ଦ୍ର ପଟ୍ଟନାୟକ, ଗୋବିନ୍ଦ ସାହୁ, ପ୍ରଶାନ୍ତ ରାଉତ, ଦିବାକର ପାଣିଗ୍ରାହୀ, ସନ୍ତୋଷ କୁମାର ସାହୁ ପ୍ରମୁଖ ଶୁଭେଚ୍ଛା

Related posts

ନୀରଜଙ୍କୁ ମିଳିଲା ସ୍ୱର୍ଣ୍ଣ

Odisha Sports Bureau

ପ୍ରୋ କବାଡ୍ଡୀ ଲିଗ୍: ସେମିଫାଇନାଲରେ ପ୍ରବେଶ କଲେ ବାଙ୍ଗଲୋର ବୁଲ୍ସ-ୟୁ ମୁମ୍ବା

Odisha Sports Bureau

ନୀରଜଙ୍କ ନାଁରେ ସୁନାର ପୋଷ୍ଟ ବକ୍ସ

Odisha Sports Bureau