Hockey

ହକି ପ୍ରତିଯୋଗିତାରେ ଓଡ଼ିଶାର ବ୍ରୋଞ୍ଜ ପଦକ ହାସଲ

(ଅନୁସ୍ୱୟା): ପୁନେରେ ଚାଲିଥିବା ଖେଲୋ ଇଣ୍ତିଆ ହକି ପ୍ରତିଯୋଗିତାରେ ଶନିବାର ୧୭ ବର୍ଷରୁ କମ୍ ବାଳକ ଦଳ ଫାଇନାଲ ମ୍ୟାଚରେ ଜିତିଯାଇଛି । ମ୍ୟାଚରେ ଓଡ଼ିଶା ଓ ଉତ୍ତରପ୍ରଦେଶ ମୁହାଁମୁହିଁ ହୋଇଥିଲେ । ଓଡ଼ିଶା ଉତ୍ତର ପ୍ରଦେଶକୁ କଡ଼ା ଟକ୍ଟର ଦେଇଥିଲା ।କିନ୍ତୁ ଖେଳ ଶେଷ ସୁଦ୍ଧା ମ୍ୟାଚ ୦-୦ରେ ଡ଼୍ର ହୋଇଯାଇଥିଲା । ପରେ ପ୍ରେନାଟି ସୁଟ୍ଆଉଟ୍ରେ ଉତ୍ତରପ୍ରଦେଶକୁ ଓଡ଼ିଶା ୩-୨ଗୋଲରେ ପରାସ୍ତ କରି ଓଡ଼ିଶା ବ୍ରୋଞ୍ଜ ପଦକ ହାସଲ କରିଛି ।

Related posts

ବୀରେନ୍ଦ୍ର ଲାକ୍ରା ହେଲେ ପୁରୁଷ ହକି ଟିମର ଅଧିନାୟକ

ଆରମ୍ଭ ହେଲା ସ୍ପୋର୍ଟ୍ସ ଲିଟେରାରୀ ଫେଷ୍ଟିଭାଲ, ଉଦ୍ଦଘାଟନ କଲେ ମୁଖ୍ୟମନ୍ତ୍ରୀ

Odisha Sports Bureau

ଏସୀୟ ଚାମ୍ପିଅନ୍ସ ଟ୍ରଫି ହକି : ମାଲେସିଆକୁ ହରାଇ ଭାରତ ଶୀର୍ଷରେ

Odisha Sports Bureau