Hockey

ହକି ପ୍ରତିଯୋଗିତାରେ ଓଡ଼ିଶାର ବ୍ରୋଞ୍ଜ ପଦକ ହାସଲ

(ଅନୁସ୍ୱୟା): ପୁନେରେ ଚାଲିଥିବା ଖେଲୋ ଇଣ୍ତିଆ ହକି ପ୍ରତିଯୋଗିତାରେ ଶନିବାର ୧୭ ବର୍ଷରୁ କମ୍ ବାଳକ ଦଳ ଫାଇନାଲ ମ୍ୟାଚରେ ଜିତିଯାଇଛି । ମ୍ୟାଚରେ ଓଡ଼ିଶା ଓ ଉତ୍ତରପ୍ରଦେଶ ମୁହାଁମୁହିଁ ହୋଇଥିଲେ । ଓଡ଼ିଶା ଉତ୍ତର ପ୍ରଦେଶକୁ କଡ଼ା ଟକ୍ଟର ଦେଇଥିଲା ।କିନ୍ତୁ ଖେଳ ଶେଷ ସୁଦ୍ଧା ମ୍ୟାଚ ୦-୦ରେ ଡ଼୍ର ହୋଇଯାଇଥିଲା । ପରେ ପ୍ରେନାଟି ସୁଟ୍ଆଉଟ୍ରେ ଉତ୍ତରପ୍ରଦେଶକୁ ଓଡ଼ିଶା ୩-୨ଗୋଲରେ ପରାସ୍ତ କରି ଓଡ଼ିଶା ବ୍ରୋଞ୍ଜ ପଦକ ହାସଲ କରିଛି ।

Related posts

ଖେଲୋ ଇଣ୍ଡିଆ ମହିଳା ହକି ଲିଗ୍‌ରେ ଓଡ଼ିଶାକୁ କାଂସ୍ୟ

Odisha Sports Bureau

ପୁଲିସ ବାହିନୀରେ ଦଳଗତ ଭାବନା ଓ ଶୃଙ୍ଖଳା ବଢ଼ାଇପାରେ ହକି: ଆଇଜି ସତ୍ୟଜିତ ନାୟକ

Odisha Sports Bureau

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ରାଉରକେଲାରେ ନିର୍ମାଣ ହେବ ଦେଶର ସବୁଠୁ ବଡ ହକି ଷ୍ଟାଡିୟମ

Odisha Sports Bureau