Cricket

ବିଶ୍ୱ ମାନ୍ୟତାରେ ଭାରତୀୟ ଦଳ ଓ ଅଧିନାୟକ କୋହଲି ଏକ ନମ୍ବର

(ଓଡିଶା ସ୍ପୋର୍ଟ): ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ସିରିଜ୍ ଜିତିବା ପରେ ଭାରତୀୟ ଦଳ ଆଇସିସି ଟେଷ୍ଟ ର୍ୟାଙ୍କିଙ୍ଗରେ ଉଭୟ ଭାରତୀୟ ଦଳ ଓ ଏହାର ଅଧିନାୟକ ବିରାଟ କୋହଲି ଏକ ନମ୍ବର ସ୍ଥାନ ବଜାୟ ରଖିଛନ୍ତି । ବିଶ୍ୱ ମାନ୍ୟତାରେ ସର୍ବାଧିକ ୧୧୬ ପଏଣ୍ଟ ହାସଲ କରି ଶୀର୍ଷରେ ରହିଛି । ସେହିପରି ବିରାଟ ୯୨୨ ପଏଣ୍ଟ ସହିତ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ତାଲିକାର ଏକନମ୍ବର ସ୍ଥାନରେ ରହିଛନ୍ତି ।

ବିରାଟଙ୍କ ପଛକୁ ବହୁତ ଦୂରରେ ଅଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍ ଓ୍ଵିଲିୟମସନ୍ । ସେ ୮୯୭ ପଏଣ୍ଟ ସହ ବିରାଟଙ୍କ ଠାରୁ ୨୫ ପଏଣ୍ଟ ପଛରେ ଅଛନ୍ତି । ତାଙ୍କ ପଛକୁ ତୃତୀୟ ସ୍ଥାନରେ ରହିଛନ୍ତି ଆଉ ଜଣେ ଭାରତୀୟ ବ୍ୟାଟ୍ସମ୍ୟାନ୍ । ସେ ହେଉଛନ୍ତି ଚେତେଶ୍ୱର ପୂଜାରା ।
ବୋଲିଂରେ ରାବଡ଼ା ପ୍ରଥମ ସ୍ଥାନ ଦଖଲ କରିଛନ୍ତି ।

Related posts

ବାଂଲାଦେଶ ବିପକ୍ଷରେ ମ୍ୟାଚ ପାଇଁ ପ୍ରସ୍ତୁତ କରୁଛି ଟିମ ଭାରତ

Odisha Sports Bureau

ସାରାଙ୍କ ସହ ଶୁଭମନ , ୟୁଜର୍ସ କହିଲେ ଏଥର କନଫର୍ମ

Odisha Sports Bureau

ମୁମ୍ବାଇ ଇଣ୍ଡିଆନ୍ସର ଦ୍ରୁତ ବୋଲର ଯଶପ୍ରୀତ୍‌ ବୁମ୍‌ରା ଆଗାମୀ ଆଇପିଏଲ୍‌ ସଂସ୍କରଣରେ ଖେଳିବା ନେଇ ଆଶଙ୍କା

Odisha Sports Bureau