Cricket

ଭାରତୀୟ ମହିଳା ଦଳଦ୍ୱିତୀୟ ଦିନିକିଆରେ ୨-୦ରେ ଆଗୁଆ

(ଓଡିଶା ସ୍ପୋର୍ଟ): ଭାରତୀୟ ମହିଳା ଦଳଦ୍ୱିତୀୟ ଦିନିକିଆରେ ବିଶ୍ୱର ଏକ ନମ୍ବର ଟିମ ଇଂଲଣ୍ଡକୁ ୭ ୱିକେଟରେ ହରାଇ ତିନିମ୍ୟାଚ ବିଶିଷ୍ଟ ସିରିଜକୁ ୨-୦ରେ ଆଗୁଆ କବଜା କରିନେଇଛି।

ମ୍ୟାଚରେ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ମହିଳା ଟିମ ୪୩.୩ ଓଭରରେ ୧୬୧ ରନ କରି ଅଲଆଉଟ ହୋଇଥିଲା। ଦଳ ପକ୍ଷରୁ ନାଟାଲି ସ୍କିଭର୍ ସର୍ବାଧିକ ୮୫ ରନ କରିଥିଲେ। ୧୬୨ ରନର ବିଜୟଲକ୍ଷ୍ୟକୁ ଭାରତୀୟ ମହିଳା ଟିମ୍ ୪୧.୧ ଓଭରରେ ୩ ୱିକେଟ ହରାଇ ହାସଲ କରିନେଇଛି। ଭେଟେରାନ୍ ଝୁଲନ ଗୋସ୍ୱାମୀ ଓ ଶିଖା ପାଣ୍ଡେଙ୍କ ସଫଳ ବୋଲିଂ ସାଙ୍ଗକୁ ସ୍ମୃତି ମନ୍ଧାନାଙ୍କ ଦମଦାର ବ୍ୟାଟିଂ ଦଳକୁ ବିଜୟୀ ଦେଇଥିଲା ।

Related posts

କୋହଲିଙ୍କ କମାଲ, ୨୬ତମ ଶତକ ହାସଲ କଲେ

Odisha Sports Bureau

କଟକରେ ଖେଳାଯିବ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍

କୁନ୍ଦୁରା କ୍ରିକେଟ ଆସୋସିଏସନ ଆନୁକୂଲ୍ୟ ରେ KPL ସିଜିନ-3 ଉଦଘାଟିତ

Odisha Sports Bureau