Cricket

ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଭାରତର ଶୋଚନୀୟ ପରାସ୍ତ

(ଓଡିଶା ସ୍ପୋର୍ଟ): ଗତକାଲି ବେଙ୍ଗାଲୁରୁରେ ଖେଳାଯାଇଥିବା ଦ୍ବିତୀୟ ଟ୍ବେଣ୍ଟି-୨୦ରେ ଭାରତ ଶୋଚନୀୟ ପରାସ୍ତ ହୋଇଛି । ଅଷ୍ଟ୍ରେଲିଆ ବିପକ୍ଷ ଦ୍ବିତୀୟ ଟ୍ବେଣ୍ଟି-୨୦କୁ ଭାରତ ୭ ୱିକେଟରେ ହାରି ଯାଇଛି।ଟସ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ୧୯୧ରନ କରିଥିଲେ । ଖେଳା ଯାଇଥିବା ଏହି ମ୍ୟାଚରେ ଭାରତ ଦେଇଥିବା ୧୯୧ ରନର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଧୂଆଁଧାର ଶତକ ବଳରେ ୧୯.୪ ଓଭରରେ ହାସଲ କରି ନେଇଛି। ଫଳରେ ଦୁଇ ଟିକିଆ ଶୃଙ୍ଖଳାକୁ ୨-୦ରେ ପୋଛି ନେଇଛି।

Related posts

ଦିିନିକିଆ ସିରିଜରେ ମୁହାଁ ମୁହିଁ ହେବେ ଭାରତ – ୱେଷ୍ଟଇଣ୍ଡିଜ

ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସକୁ ୩ ରନରେ ପରାସ୍ତ କରିଛି ରାଜସ୍ଥାନ ରୟାଲ୍ସ

Odisha Sports Bureau

ଏସିଆନ୍ ଗେମ୍ସ ୨୦୨୩: ଏସିଆନ୍ ଗେମ୍ସ ପାଇଁ ଭାରତର ପୁରୁଷ ଏବଂ ମହିଳା ଦଳର ଜର୍ସି ପ୍ରକାଶ; ଦେଖନ୍ତୁ ପ୍ରଥମ ଲୁକ୍

Odisha Sports Bureau