More Sports

ଓଡ଼ିଆ ଝିଅ ଦୂତୀଙ୍କୁ ସ୍ୱର୍ଣ୍ଣ

(ଓଡିଶା ସ୍ପୋର୍ଟ): ପୁଣି ଥରେ ଓଡ଼ିଶା ପାଇଁ ଗର୍ବ ଆଣିଲେ ଓଡ଼ିଆ ଝିଅ ଦୂତୀ ପଞ୍ଜାମ ପଟିଆଲାରେ ଚାଲିଥିବା ଜାତୀୟ ସିନିଅର ଆଥଲେଟିକ୍ସ ଚାମ୍ପିଅନଶିପରେ ଦୂତୀ ଚାନ୍ଦଙ୍କୁ ସ୍ୱର୍ଣ୍ଣ ପଦକ । ।୨୦୦ ମହିଳା ଇଭେଣ୍ଟରେ ବାଜି ମାରିଛନ୍ତି ଦୂତୀ । ୨୩ ଦଶମିକ ୩୫ ସେକେଣ୍ଡରେ ୨୦୦ ମିଟର ଅତିକ୍ରମ କରିଏହି ସଫଳତା ହାସଲ କରିଛନ୍ତି ।ସେହିପରି ୪୦୦ ମିଟରରେ ହଡ଼ଲ୍ସରେ ବୋଞ୍ଜ ପଦକ ହାସଲ କରିଛନ୍ତି ଜଉନା ମୁର୍ମୁ । ଏହି ସଫଳତା ପାଇଁ ମୁଖମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ପ୍ରିଶ୍ଟର ଦୂତୀ ଚାନ୍ଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ଜଉନା ମୁର୍ମୁଙ୍କୁ ବି ମୁଖମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି ।

Related posts

ଭାରତୀୟ ବାଳକ, ଏୟାରଥିଙ୍ଗସ୍ ମାଷ୍ଟର୍ସରେ ଘଟାଇଲେ ବିପର୍ଯ୍ୟୟ

Odisha Sports Bureau

ଅମିତ,ମନିଷଙ୍କୁ ସମ୍ବର୍ଦ୍ଧିତ କଲେ କ୍ରୀଡ଼ା ମନ୍ତ୍ରୀ

Odisha Sports Bureau

ତୃତୀୟ ଏସୀୟ ଯୁବ କ୍ରୀଡା ୨୦୨୫ ରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ

Odisha Sports Bureau