Cricket

ଆଜି ରାଜସ୍ଥାନ-ପଞ୍ଜାବ ମୁହାଁମୁହିଁ

(ଓଡିଶା ସ୍ପୋର୍ଟ): ଆଇପିଏଲର ଦ୍ୱିତୀୟ ଦିନରେ ଋଷଭ ପନ୍ତଙ୍କ କମାଲ । ୨୧୩ ରନର ବିଶାଳ ଲକ୍ଷକୁ ପିଛା କରି ମୁମ୍ବାଇ ମାତ୍ର ୧୭୬ ରନରେ ଅଲଆଉଟ୍ ହୋଇଯାଇଥିଲା । ସେହିପରି କାଲି ଖେଳାଯାଇଥିବା ଅନ୍ୟ ଏକ ମ୍ୟାଚରେ ହାଇଦ୍ରାବାଦକୁ ୬ ଓ୍ଵିକେଟରେ ପରାସ୍ତ କରିଛି କୋଲକାତା । ଦଳ ପକ୍ଷରୁ ଓ୍ଵାର୍ଣ୍ଣର ଦମଦାର ୮୫ ହାସଲ କରିଥିଲେ ।

ଆଜି ଆଇପିଏଲର ତୃତୀୟ ଦିନରେ ଗୋଟିଏ ମ୍ୟାଚ ଖେଳାଯିବ । ରାତି ୮ଟାରେ ଜୟପୁରରେ ରାଜସ୍ଥାନ ରୟାଲ୍ସ ଓ କିଙ୍ଗସ୍ ଢଓ ପଞ୍ଜାବ ମଧ୍ୟରେ ମୁକାବିଲା ହେବ ।

Related posts

ଭାରତ ସରକାର ଶୁଳ୍କ ଛାଡ଼ ନ କଲେ, ଟି-୨୦ ଓ ଦିନିକିଆ ବିଶ୍ବକପ୍‌ ପ୍ରତ୍ୟାହୃତ

୩୪୫ରେ ଅଟକିଲା ଭାରତ

Odisha Sports Bureau

କିଙ୍ଗ୍ସକୁ ହରାଇ ଚତୁର୍ଥରେ କ୍ୟାପିଟାଲ୍ସ