Cricket

ଆଜି ଆଇପିଏଲରେ ଦିଲ୍ଲୀ ଓ ଚେନ୍ନାଇ ମୁକାବିଲା

(ଓଡିଶା ସ୍ପୋର୍ଟ): ଆଜି ଆଇପିଏଲ୨୦୧୯ମ୍ୟାଚରେ ଦୁଇବିଜୟୀ ଦଳ ମୁହାଁମୁହିଁହେବୋ ଦିଲ୍ଲୀଏବଂଚେନ୍ନାଇସୁପରକିଙ୍ଗଭିତରେମ୍ୟାଚଖେଳାଯିବ । ଗତ ମ୍ୟାଚରେଉଭୟଙ୍କର ଭଲ ପ୍ରଦର୍ଶନ ରହିଥିଲା । ଦୁଇଟିଟିମ ମଧ୍ୟ ବିଜୟହାସଲକରିଥିଲା । ପ୍ରଥମ ମ୍ୟାଚରେବାଙ୍ଗାଲୋରକୁହରାଇଚେନ୍ନାଇଜିତିଥିବାବେଳେ ଦିଲ୍ଲୀମୁମ୍ବାଇକୁହରାଇବିଜୟଲାଭକରିଥିଲା ।

ଦିଲ୍ଲୀରେରିଷଭ ଗତ ଥର ଭଳିଏଥର ଯଦି ଭଲ ଖେଳନ୍ତିତେବେଏହାଚେନ୍ନାଇ ପାଇଁ ଏକ ଚ୍ୟାଲେଞ୍ଜ ହୋଇପାରେ । ଅପରପକ୍ଷରେଚେନ୍ନାଇସହଜଣେ ଦକ୍ଷ କ୍ୟାପେଟନ ରହୁଥିବାହେତୁମ୍ୟାଚଟି ଅତିରୋମାଞ୍ଚକରହେବ । ଏହିମ୍ୟାଚଟି ଦିଲ୍ଲୀରେରାତି ୮ଟାରେ ଖେଳାଯିବ ।

Related posts

ମହିଳା T-20 ବିଶ୍ୱକପ: ଭାରତ ଏବଂ ପାକିସ୍ଥାନ ମଧ୍ୟରେ କେଉଁ ଦିନ ହେବ ଲଢେଇ

Odisha Sports Bureau

IND vs ENG: ଭାରତ ପାଇଁ ଚିନ୍ତାର ତିନିଟି ବଡ଼ କାରଣ

କରୋନାରେ ସଂକ୍ରମିତ ହେଲେ ରାହୁଲ ଦ୍ରାବିଡ

Odisha Sports Bureau