Cricket

ବିଶ୍ୱ କପ୍ ପାଇଁ ପାକିସ୍ତାନର୨୩ ଜଣିଆ ସମ୍ଭାବ୍ୟ ଦଳ

ଇଂଲଣ୍ଡ ଓ ୱେଲ୍ସରେ ହେବାକୁ ଥିବା ଆଇସିସି ବିଶ୍ୱ କପ୍ ପାଇଁ ପାକିସ୍ତାନ ୨୩ ଜଣିଆ ସମ୍ଭାବ୍ୟ ଖେଳାଳିଙ୍କ ନାମ ଘୋଷଣା କରିଛି।ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ପକ୍ଷରୁ ଏକ ବିଜ୍ଞପ୍ତିରେ କୁହାଯାଇଛି ଯେ, ସବୁ ସମ୍ଭାବ୍ୟ ଖେଳାଳିଙ୍କୁ ଫିଟନେସ୍ ଟେଷ୍ଟରେ ସାମିଲ୍ ହେବାକୁ ପଡ଼ିବ। ଫିଟନେସ୍ଟେଷ୍ଟଏପ୍ରିଲ୧୫ଓ୧୬ ତାରିଖରେ ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ଆୟୋଜିତ ହେବ। ଏହା ପରେ୧୫ ଜଣିଆ ଖେଳାଳିଙ୍କ ନାମ ଘୋଷଣା କରାଯିବ। ଏହି ସମ୍ଭାବ୍ୟ ତାଲିକାରେ ୱହାବରିଆଜ, ଉମରଅକମଲ ଓ ଅହମ୍ମଦ ଶେହଜାଦଙ୍କୁ ସ୍ଥାନ ମିଳିନାହିଁ।

ପାକିସ୍ତାନ କ୍ରିକେଟ ଟିମ୍ ଆସନ୍ତା୨୩ ତାରିଖରେ ଇଂଲଣ୍ଡ ଅଭିମୁଖେ ଗସ୍ତ କରିବ। ବିଶ୍ୱକପ୍ ର୍ବରୁ ପାକିସ୍ତାନ ସେଠାରେ ଇଂଲଣ୍ଡ ବିପକ୍ଷ ପାଞ୍ଚମ୍ୟାଚ୍ ବିଶିଷ୍ଟ ଦିନିକିଆ ଖେଳିବ।
ଏହା ଛଡ଼ା ବିଶ୍ୱ କପ୍ମ୍ୟା ଚ୍ପୂର୍ବରୁ ପାକିସ୍ତାନ କ୍ରିକେଟ୍ ମ୍ଆଫଗାନିସ୍ତାନ ଓ ବାଂଲାଦେଶ ବିପକ୍ଷ ୱାର୍ମ ଅପ୍ମ୍ୟା ଚ୍ଖେଳିବ। ତେବେ ବିଶ୍ୱ କପରେଟିମ୍ତା’ର ପ୍ରଥମ ମ୍ୟାଚ୍ ଟେଷ୍ଟ ଇଣ୍ଡିଜ୍ବି ପକ୍ଷରେମେ’୩୧ତାରିଖରେଖେଳିବ।

ପାକିସ୍ତାନ ସମ୍ଭାବ୍ୟଦଳ: ସର୍ଫରାଜ ଅହମ୍ମଦ (ଅଧିନାୟକ), ଆବିଦ୍ଅଲୀ, ଆସିଫ୍ଅଲୀ, ଫହୀମ୍ ଅସରଫ୍, ଫକର ଜମାନ୍, ହାରିସ୍ସୋହେଲ୍, ହାସାନ୍ଅଲୀ, ଇମାଦୱାସିମ, ଇମାମ-ଉଲ-ହକ୍, ଜୁନେଦ୍ଖାନ୍, ମହମ୍ମଦଆବାସ, ମହମ୍ମଦଆମୀର, ମହମ୍ମଦହଫିଜ୍, ମହମ୍ମନହସନେନ୍, ମହମ୍ମଦନୱାଜ, ମହମ୍ମଦରିଜୱାନ୍, ଶାଦାବଖାନ୍, ଶାହୀନଶାହଆଫ୍ରିଦି, ଶାନ୍ମସୁଦ୍, ଶୋହେବ୍ମଲିକ୍, ଉସାମନ୍ଶିନୱାରୀ, ୟାସିର୍ଶାହ।

Related posts

ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ କୋଲକାତା ନାଇଟ ରାଇଡର୍ସ

Odisha Sports Bureau

IPL ମ୍ୟାଚ୍‌ରେ ଷ୍ଟାଡିୟମ୍‌ରୁ ୫୦ ରୁ ଅଧିକ ଲୋକଙ୍କ ମୋବାଇଲ୍‌ ଚୋରି

Odisha Sports Bureau

ବାଂଲାଦେଶ ବିପକ୍ଷ ସରିଜିରୁ ବାଦ ପଡିଲେ ମହମ୍ମଦ ଶାମି

Odisha Sports Bureau