Cricket

ଆତଙ୍କବାଦୀଙ୍କ ଟାର୍ଗେଟରେ ଉଭୟ ୱାଙ୍ଖଡେ ଷ୍ଟାଡିୟମ, ଆଇପିଏଲ

(ଓଡିଶା ସ୍ପୋର୍ଟ):ଆଇପିଏ ଲକର୍ତୃପକ୍ଷଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛି ଗୁଇନ୍ଦା ବିଭାଗା କାରଣ ଆତଙ୍କବାଦୀଙ୍କ ଟାର୍ଗେଟରେ ରହିଛି ଇଣ୍ଡିଆନ ପ୍ରିମିୟରଲିଗ ମ୍ୟାଚ। ଏହାପରେ ମୁମ୍ବାଇରେ ହାଇଆଲର୍ଟ ଜାରି କରାଯାଇଛି।

ଗୁଇନ୍ଦା ବିଭାଗ ଏନେଇ ଆଇପିଏଲ କର୍ତୃପକ୍ଷଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଛି ।ଗୁଇନ୍ଦା ସୂଚନା ମୁତାବକ, ଆତଙ୍କବାଦୀମାନେ ବିଦେଶୀ ଖେଳାଳିଙ୍କ ବସକୁ ଟାର୍ଗେଟ କରିପାରନ୍ତି।ଖେଳାଳିଙ୍କ ବସ ଉପରକୁ ଗୁଳିଚାଳନା ମଧ୍ୟ କରିପାରନ୍ତି। ଏହାପରେ ଏଜେନ୍ସି ସୁରକ୍ଷା ବ୍ୟବସ୍ଥାକୁ ଅଧିକରୁ ଅଧିକ କଡାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଛି।
ଏକ ଜାତୀୟ ଗଣମାଧ୍ୟମକୁ ମିଳିଥିବା ରିପୋର୍ଟ ମୁତାବକ, ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମକୁ ଆତଙ୍କବାଦୀମାନେ ଟାର୍ଗେଟ୍କ କରିପାରନ୍ତି। ଏହା ସହ ଆତଙ୍କବାଦୀମାନେ ଏହି କାଣ୍ଡଭିଆଇବା ପାଇଁ ପାର୍କିଂକାରରେ ବୋମା ବିସ୍ଫୋରଣ ମଧ୍ୟ କରିପାରନ୍ତି।

Related posts

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନାଁରେ ରହିଛି କେତେ ସମ୍ପତ୍ତି ?

ଭାରତୀୟ ଖେଳାଳୀଙ୍କ ବିରୋଧରେ ଅଭିଯୋଗ କରିବେ ନକଭି

Odisha Sports Bureau

ରାହୁଲଙ୍କୁ ଶ୍ରେଷ୍ଠ ଫିଲ୍ଡର ମେଡାଲ : ରାହୁଲଙ୍କୁ ଏମିତି ସରପ୍ରାଇଜ ଦେଲେ ଫିଲ୍ଡିଂ କୋଚ

Odisha Sports Bureau