Badminton

ଓଡିଆ ପୁଅ ପ୍ରମୋଦ ଭଗବତ ପାଇବେ ଅର୍ଜୁନ ପୁରସ୍କାର

(ଓଡିଶାସ୍ପୋର୍ଟସ): ଓଡିଆ ପୁଅ ତଥା ଓଡିଶାର ପାରା ବ୍ୟାଡମିଣ୍ଟନ ଖେଳାଳି ପ୍ରମୋଦ ଭଗତ ଆଜି ଅଜୁର୍ନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି । ଅର୍ଜୁନଙ୍କ ବ୍ୟତୀତ ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ,ମହିଳା କ୍ରିକେଟର ପୁନମ ଯାଦବ,ଟ୍ରାକ ଏଣ୍ଡ ଫିଲଡ ଷ୍ଟାର ତେଜିନ୍ଦର ପାଲ ସିଂ ତୋମର,ମହମ୍ମଦ ଆନାସ ,ସ୍ୱପ୍ନା ବର୍ମନ, ଫୁଟବଲ ଖେଳାଳୀ ଗୁରୁପ୍ରତି ସିଂ ସାନ୍ଧୁ ,ହକି ଖେଳାଳୀ ଚିଙ୍ଗଲେନସାନା ସିଂ କାଙ୍ଗୁଜମ,ସୁଟର ଅଂଜୁମ ମୁଡଗୀତାଙ୍କ ସମେତ ମୋଟ ୨୦ଜଣ ଅର୍ଜୁନ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି ।
କୁସ୍ତି ଯୋଦ୍ଧା ବଜରଙ୍ଗ ପୁନିଆ ଓ ପାରା ଆଥଲେଟ୍ ଦୀପା ମଲିକଙ୍କୁ ଖେଳରତ୍ନ ପୁରସ୍କାର ପ୍ରଦାନ କରାଯିବ।

Related posts

ମାଙ୍କଡ ଓ ପାରା ପାଇଁ ଅଟକିଲା ଇଣ୍ଡିଆ ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ…

Odisha Sports Bureau

ମୋଦୀଙ୍କୁ ସାକ୍ଷାତ କଲେ ସିନ୍ଧୁ, ମେଡ଼ାଲ ପିନ୍ଧାଇ ଆଶୀର୍ବାଦ ଦେଲେ ପ୍ରଧାନମନ୍ତ୍ରୀ

Odisha Sports Bureau

ଜାପାନ ଓପନ ବ୍ୟାଡ଼ମିଣ୍ଟନ କ୍ୱାର୍ଟରରେ ସିନ୍ଧୁ,ସାଇ ପ୍ରଣୀତ