Tennis

ୟୁଏଏସସ୍ ଓପନର ପ୍ରଥମ ମ୍ୟାଚରେ ମେଡଭେଦବଙ୍କୁ ଭେଟିବେ ପ୍ରଜନେଶ୍

(ଓଡିଶା ସ୍ପୋର୍ଟ): ଭାରତୀୟ ଟେନିସ୍ ଖେଳାଳୀ ପ୍ରଜନେଶ୍ ଗୁନେଶ୍ୱରନଙ୍କୁ ବର୍ଷର ଚତୁର୍ଥ ଗ୍ରାଣ୍ଡ୍ ସ୍ଲାମ୍ ୟୁଏଏସ୍ ଓପନ୍ରେ କଷ୍ଟକର ‘ଡ୍ର’ ମିଳିଛି । ପ୍ରଥମ ପାଳିରେ ଭଲ ଫର୍ମରେ ଖେଳି ନିଜର ସ୍ଥାନ ବଜାୟ ରଖିଛନ୍ତି ଗୁନେଶ୍ୱରନ୍ । ସେ ରୁଷର ଡେନିଲ ମେଡଭେଦବଙ୍କ ସହ ଅଗାମୀ ପର୍ଯ୍ୟାୟରେ ଖେଳିବେ । ଯିଏକି ବର୍ତ୍ତମାନ ପଞ୍ଚମ ସ୍ଥାନରେ ରହିଛନ୍ତି । ତାଙ୍କ ବିରୁଦ୍ଧରେ ବିଜୟ ହାସଲ କରିବା ପାଇଁ ପ୍ରଜନେସଙ୍କୁ ବହୁତ ପରିଶ୍ରମ କରିବାକୁ ପଡିବ । ଗୈାରବର କଥା ମେଡଭେଦବ କିଛିଦିନ ପୂର୍ବେ ସିନସିନାଟୀ ଓପନ୍ ରେ ସର୍ବିଆର ଶ୍ରେଷ୍ଠ ଖେଳାଳୀ ନୋବାକ୍ ଜୋକୋଭିକ୍ଙ୍କୁ ପରାସ୍ତ କରିଥିଲେ ଏବଂ ଟ୍ରଫି ନିଜ ନାମରେ କରିଥିଲେ ।

Related posts

ଅଷ୍ଟ୍ରେଲିଆନ୍ ଓପନ୍ ରେ ମହିଳା ଏକକରୁ ବିଦାୟ ନେଲେ ସେରେନା

Odisha Sports Bureau

କତର ଓପନ: ବୋପନ୍ନା ଜିତିଲେ ବର୍ଷର ପ୍ରଥମ ଯୁଗୋଳ ଟାଇଟଲ୍

Odisha Sports Bureau

ଅନ୍ତର୍ଜାତୀୟ ସଫ୍ଟ ଟେନିସ୍ ଟୁର୍ଣ୍ଣାମେଣ୍ଟରେ ଖେଳିବେ ମନ୍ମୟ ପଟ୍ଟନାୟକ