Tennis

୧୭ରୁ ଆରମ୍ଭ ହେବ ଟେବୁଲ ଟେନିସ ଚାମ୍ପିୟାନସିପ

(ଓଡିଶାସ୍ପୋର୍ଟ): କଟକର ଜବାହାରଲାଲ ଇନ୍ଡ଼ୋର ହଲ ଠାରେ ଆରମ୍ଭ ହେବାକୁ ଯାଉଛି ୨୧ ତମ ରାଜ୍ୟ ଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିୟାନସିପ । ଚଳିତ ମାସ ୧୭ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିବ ୨୧ ତମ ରାଜ୍ୟ ଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିୟାନସିପ । କ୍ରୀଡ଼ା ଯୁବ ସେବା ମନ୍ତ୍ରୀ ୧୪ଟି ଦେଶର ଖେଳାଳି ଏଥିରେ ଅଂଶଗ୍ରହଣ କରିବା ସହ ଭାରତୀୟ ଖେଳାଳିଙ୍କ ପାଇଁ କିଛି ସ୍ୱତନ୍ତ୍ର ସୁବିଧା କରାଯାଇଛି ।

ଭଲ ଖେଳାଳୀଙ୍କୁ ଭାରତୀୟ ଟେବୁଲ ଟେନିସ ସଂଘ ଓ ଓଡ଼ିଶା ଟେବୁଲ ଟେନିସ ଆସୋସିଏସନ ବୁଝାମଣାରେ କିଛି ଖେଳାଳିଙ୍କୁ ଫ୍ରି ଏଣ୍ଟ୍ରି ଦେବା ପାଇଁ ସ୍ଥିର କରାଯାଇଛି । ତୁଷାର କାନ୍ତି ବେହେରା ଷ୍ଟାଡ଼ିୟମ ପରିଦର୍ଶନ କରି ବିଭିନ୍ନ ସୁବିଧା ସମ୍ପର୍କରେ ତଦାହଖ କରିଛନ୍ତି । ଏନେଇ ଆସନ୍ତାକାଲି କ୍ରୀଡ଼ା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ସ୍ୱତନ୍ତ୍ର ସମୀକ୍ଷା ବୈଠକ ଅନୁଷ୍ଠିତ ହେବ ।

Related posts

ଗ୍ରାଣ୍ଡସ୍ଲାମ ଶତାବ୍ଦୀ ଉପରେ ଲିଆଣ୍ଡର ପେସ୍ ଆଖି

ନୋଭାକ ଜୋକୋଭିକଙ୍କୁ ପରାସ୍ତ କରି ଗ୍ରାଣ୍ଡସ୍ଲାମ ଟାଇଟ ନିଜ ନାମରେ କଲେ

Odisha Sports Bureau

ପଞ୍ଚମ ଥର ପାଇଁ ଇଟାଲୀ ଓପନ୍ ଚାମ୍ପିଅନ୍ ହେଲେ ଜୋକୋଭିକ୍

Odisha Sports Bureau