Tennis

ୟୁଏଏସ୍ ଓପନର ପ୍ରଥମ ରାଉଣ୍ଡରୁ ବାହାର ହେଲେ ଶରଣ-ନିସ୍ଙ୍କ ଯୋଡି

(ଓଡିଶା ସ୍ପୋର୍ଟ): ଭାରତୀୟ ଟେନିସ୍ ଖେଳାଳୀ ଦିଭଜ୍ ଶରଣ ଏବଂ ମୋନାକୋର ହୁଗୋ ନିସ୍ଙ୍କ ଯୋଡି ୟୁଏସ୍ ଓପନର ପ୍ରଥମ ରାଉଣ୍ଡରେ ପରାସ୍ତ ହୋଇ ଗେମରୁ ବାହାର ହୋଇଛନ୍ତି । ଶରଣ-ନିସ୍ଙ୍କ ଯୋଡି ଶିର୍ଷ ୧୦୦ ରାଙ୍କିଙ୍ଗର ରବର୍ଟ କାରବାଲେସ୍ ବାଏନା ଏବଂ ଫେଡରିକୋ ହେଲବୋନିସ୍ଙ୍କ ଯୋଡି ହାତରେ ୭୨ ମିଟିଟ୍ ପର୍ଯ୍ୟନ୍ତ ଚାଲିଥିବା ଏହି ମୁୁକାବିଲାରେ ୪-୬, ୪-୬ ସେଟରେ ପରାଜୟର ସାମ୍ନା କରିବାକୁ ପଡିଥିଲା । ଏହି ଟୁର୍ଣ୍ଣାମେଣ୍ଟରେ ଏହା ଦ୍ୱିତୀର ଥର ଅଟେ, ଯେତେବେଳେ ଶରଣ କୌଣସି ଗ୍ରାଣ୍ଡ ସ୍ଲାମ୍ ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରୁ ହିଁ ବାହାର ହୋଇଛନ୍ତି । ସେ ଅଷ୍ଟ୍ରେଲିଆ ଓପନରେ ବି ଏହି ଚରଣରେ ପରାସ୍ତ ହୋଇଥିଲେ ।

Related posts

ଟେଙ୍ଗଲଙ୍କୁ ହରାଇ ଇଣ୍ଡିଆନ୍ ୱେଲସ୍ ଟୁର୍ଣ୍ଣାମେଣ୍ଟର ତୃତୀୟ ପର୍ଯ୍ୟାୟରେ ପ୍ରବେଶ କଲେ ଜୋକୋଭିକ୍

Odisha Sports Bureau

ଏକବର୍ଷ ପରେ ସିଙ୍ଗଲ୍ସ ମ୍ୟାଚ୍‌ରେ ଅବତୀର୍ଣ୍ଣ ହୋଇଥିବା ସ୍ପେନ୍ ଟେନିସ୍ ଖେଳାଳି ରାଫେଲ୍ ନାଦାଲ୍ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି

Odisha Sports Bureau

ସାନିଆଙ୍କ ନେତୃତ୍ୱରେ ଭାରତୀୟ ଟେନିସ୍ ଖେଳାଳିଙ୍କ ରେକର୍ଡ