Badminton

ଚୀନୀ ତାଇପେ ଓପନର ମୁଖ୍ୟ ରାଉଣ୍ଡରେ ପହଞ୍ଚିଲେ ରିୟା

(ଓଡିଶାସ୍ପୋର୍ଟସ ): ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ରିୟା ମୁଖାର୍ଜୀ ଚୀନୀ ତାଇପେ ଓପନର ମୁଖ୍ୟ ରାଉଣ୍ଡରେ ପହଞ୍ଚି ଯାଇଛନ୍ତି । ଶ୍ୱିସ୍ ଓପନର କ୍ୱାଟର ଫାଇନାଲରେ ପହଞ୍ଚିଥିବା ରିଆ କ୍ୱାଲିଫାଇରେ ହଂକଂର ଚେଉଙ୍ଗ ୟିଙ୍ଗ୍ ମେଇଙ୍କୁ ୩୪ ମିନିଟରେ ୯-୨୧, ୨୧-୧୬, ୨୩-୨୧ରେ ପରାସ୍ତ କରି ମୁଖ୍ୟ ‘ଡ୍ର’ ରେ ପ୍ରବେଶ କରିଛନ୍ତି । ପ୍ରଥମ ରାଉଣ୍ଡରେ ୨୦ ବର୍ଷିୟ ରିଆଙ୍କ ସାମ୍ନା ଥାଇଲାଣ୍ଡର କ୍ୱାଲିଫାୟାର ସୁପାନିଦା କାଟେଥୋଙ୍ଗଙ୍କ ସହିତ ହେବ । ଷ୍ଟାର ସଟଲର ଏବଂ ପୂର୍ବ ଚମ୍ପିଆନ ସାଇନା ନେହେୱାଲ ଟୁର୍ଣ୍ଣାମେଣ୍ଟରୁ ନିଜ ନାମକୁ ବାହାର କରିନେଇଛନ୍ତି । ପୂର୍ବ ଚମ୍ପିଆନ ସୌରଭ ବର୍ମା ଟୁର୍ଣ୍ଣାମେଣ୍ଟରେ ଭାରତ ତରଫରୁ ପ୍ରତିନିଧିତ୍ୱ କରିବେ ।

Related posts

ଓଡିଆ ହିରୋଙ୍କୁ ସ୍ୱାଗତ

Odisha Sports Bureau

ବ୍ୟାଡମିଣ୍ଟନ ଖେଳୁଥିବା ସମୟରେ ହୃଦଘାତ ଯୋଗୁଁ ୨୫ ବର୍ଷୀୟ ଯୁବକଙ୍କ ଚାଲିଗଲା ଜୀବନ

ହାରିଲେ ସିନ୍ଧୁ,ଭାରତର ଅଭିଯାନ ଶେଷ

Odisha Sports Bureau