Badminton

ଚୀନ ଓପନରୁ ବାହାର ହେଲେ ସାଇ ପ୍ରଣୀତ

(ଓଡିଶା ସ୍ପୋର୍ଟସ): ବିଶ୍ୱ ଚମ୍ପିଆନଶିପ୍ର ବ୍ରୋଞ୍ଜ ପଦକ ବିଜେତା ସାଇ ପ୍ରଣୀତ ଶୁକ୍ରବାର ଦିନ କ୍ୱାଟର ଫାଇନାଲରେ ଇଣ୍ଡୋନେସିଆର ଖେଳାଳୀ ଏନ୍ଥନୀ ଜିନଟିଙ୍ଗଙ୍କ ଠାରୁ ୨୧-୧୬, ୬-୨୧, ୧୬-୨୧ ସେଟରେ ପରାସ୍ତ ହୋଇ ଚୀନ ଓପନରୁ ବାହାର ହୋଇଛନ୍ତି । ପ୍ରଣିତ ଚୀନର ଲ୍ୟୁ ଗୁଆଙ୍ଗ ଝୁଙ୍କୁ ୨୧-୧୯,୨୧-୧୯ସେଟରେ ପରାସ୍ତ କରି କ୍ୱାଟର ଫାଇନାଲରେ ପ୍ରବେଶ କରିନେଇଛନ୍ତି । କ୍ୱାଟର ଫାଇନାଲରେ ସାଇପ୍ରଣୀତଙ୍କ ପରାଜୟ ସହିତ ଚୀନ ଓପନ ସିଗଲ୍ସ ବିଭାଗରେ ଭାରତର ଏହି ଟୁର୍ଣ୍ଣାମେଣ୍ଟରେ ଖେଳିବାର ସଫର ଶେଷ ହୋଇଯାଇଛି । ସାଇନା ନେହେୱାଲ, ପି.ଭି ସିଦ୍ଧୁ ଏବଂ ପି କଶ୍ୟପ ପ୍ରଥମରୁ ପରାଜୟ ହୋଇ ବାହାର ହୋଇସାରିଛନ୍ତି ।

Related posts

ଫ୍ରେଞ୍ଚ୍‌ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟ: ତାଇ ଜୁ ୟିଙ୍ଗ୍‌ଠାରୁ ପରାସ୍ତ ହେଲେ ସିନ୍ଧୁ

Odisha Sports Bureau

ସ୍କାଟିସ ଓପନର ଟାଇଟଲ ନିଜ ନାମରେ କରିଛନ୍ତି ଲକ୍ଷ

Odisha Sports Bureau

ପ୍ରମୋଦଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Odisha Sports Bureau