More Sports

ୟୁଏସ ଓପନ କ୍ୱାର୍ଟର ଫାଇନାଲରେ ନାଡ଼ାଲ

(ଓଡିଶାସ୍ପୋର୍ଟସ ): ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ୍ ଚାମ୍ପିୟନଶିପ୍ ୟୁଏସ୍ ଓପନର କ୍ୱାର୍ଟରଫାଇନାଲରେ ସ୍ପେନୀୟ ତାରକା ରାଫେଲ୍ ନାଡାଲ ପ୍ରବେଶ କରିଛନ୍ତି।
ବିଶ୍ୱର ଦୁଇ ନମ୍ବର ଖେଳାଳି ନାଡାଲ୍ ପୁରୁଷ ସିଙ୍ଗଲ୍ସର ଚତୁର୍ଥ ରାଉଣ୍ଡରେ କ୍ରୋଏସିଆର ମାରିନ୍ ସିଲିକଙ୍କୁ ୬-୩, ୩-୬, ୬-୧, ୬-୨ ସେଟରେ ପରାସ୍ତ କରି ଅନ୍ତିମ-୮ରେ ସ୍ଥାନ ପକ୍କା କରିଛନ୍ତି। କ୍ୱାର୍ଟରଫାଇନାଲରେ ନାଡାଲଙ୍କ ସାମ୍ନା ଆର୍ଜେଣ୍ଟିନାର ଡିଏଗୋ ଶ୍ୱାର୍ଜମ୍ୟାନଙ୍କ ସହ ହେବ, ଯିଏ ଜର୍ମାନୀର ଆଲେଜାଣ୍ଡାର ଭେରେଭଙ୍କୁ ୩-୬, ୬-୨, ୬-୪, ୬-୩ ସେଟରେ ପରାସ୍ତ କରିଥିଲେ।

Related posts

ରେସଲିଙ୍ଗ ଆସୋସିଏସନର ରାଜ୍ୟ ସ୍ତରୀୟ ମୁକାବିଲା

ଷ୍ଟାଇରିଆନ୍ ଗ୍ରାଣ୍ଡ୍ ପ୍ରିକ୍ସ: ଲୁଇସ୍ ହାମିଲଟନଙ୍କ ୮୯ ତମ ପୋଲ ସ୍ଥିତି ହାସଲ

ହୁଇଲ ଚେୟାର ଫେନସିଂରେ ୩ ଓଡ଼ିଆ ପ୍ରତିଯୋଗୀ

Odisha Sports Bureau