Football

ଭାରତୀୟ ଫୁଟବଲ ଟିମ୍ ଆଜି ବାଙ୍ଗଲାଦେଶର ଚୁନୋତି ପାଇଁ ପ୍ରସ୍ତୁତ

(ଓଡିଶା ସ୍ପୋର୍ଟସ): ଆତ୍ମବିଶ୍ୱାସ ସହ ଭରି ରହିଥିବା ଭାରତର ଅଣ୍ଡର-୧୮ ଫୁଟବଲ୍ ଟିମ୍ ସୋମବାର ଦିନ ଚମ୍ପିଆନସିପରେ ବାଙ୍ଗଲାଦେଶ ବିପକ୍ଷରେ ନିଜର ଅଭିଯାନର ବିଜୟ ସହିତ ଆରମ୍ଭ କରିବା ପାଇଁ ଚେଷ୍ଟା କରିବ । ବାଙ୍ଗଲାଦେଶ ଗ୍ରୁପର ଆରମ୍ଭିକ ମୁକାବିଲାରେ ଶ୍ରୀଲଙ୍କା ଉପରେ ୩-୦ରେ ବିଜୟ ହାସଲ କରିଛି ଏବଂ ଭାରତର ଅଣ୍ଡର-୧୯ କୋଚ ପ୍ଲାଏଡ ପିଣ୍ଟୋ ବିପକ୍ଷ ଟିମର ଶକ୍ତିକୁ ଯାଣିଛନ୍ତି । ପିଣ୍ଟୁ କହିଛନ୍ତି, ଆମେ ଶ୍ରୀଲଙ୍କାକୁ ଆମର ପ୍ରଥମ ମ୍ୟାଚରେ ଦେଖିଚୁ । ସେମାନଙ୍କର ଗୋଲକରିବାର ଶୈଳୀ ଏବଂ ଶକ୍ତି ବହୁତ ଭଲ ଅଟେ । ଏହାର ମାନେ ହେଉଛି ଆମକୁ ଖେଳରେ ଶର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ମିଳିବ । ଏଠାରେ ଆମର ପରୀକ୍ଷା ହେବ ।
କିନ୍ତୁ ସେ କହିଛନ୍ତି ଆମେ ଚ୍ୟାଲେଞ୍ଜ ପାଇଁ ପ୍ରସ୍ତୁତ ଅଛୁ । ଆମକୁ ଧ୍ୟାନ ଦେବାକୁ ହେବ ଏବଂ ସେହିଭଳି ଖେଳିବା ପାଇଁ ହେବ ଯେଉଁଭଳି ଭାବରେ ଆମେ ପ୍ରଥମେ ଖେଳୁଥିଲୁ । ଭାରତୀୟ ଟିମ୍ ନଭେମ୍ବରରେ ହେବାକୁ ଥିବା ଏଏଫସି ଅଣ୍ଡର-୧୯ କ୍ୱାଲିଫାୟାର ପାଇଁ ପ୍ରସ୍ତୁତ ଚଲାଇଛନ୍ତି, କାରଣ ଏହି ଚମ୍ପିଆନସିପ୍ କାଫି ଗୁରୁତ୍ୱପୂର୍ଣ୍ଣ ଅଟେ ।

Related posts

ଭାରତୀୟ ଫୁଟବଲ ମୁଖ୍ୟ କୋଚ ଷ୍ଟିଫେନଙ୍କ ଇସ୍ତଫା

Odisha Sports Bureau

ଉଦଯାପିତ ହେଲା ବାର୍ଷିକ ଫୁଟବଲ ପ୍ରତିଯୋଗିତା ; ଭାଲୁରୁଗାଁକୁ ହରାଇ ତଳପଡା ଚାମ୍ପିୟନ

Odisha Sports Bureau

କନ୍ଧକେଳଗାଁ ଷଷ୍ଠ ତମ ଏସ୍ .ବି ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

Odisha Sports Bureau