More Sports

ସ୍ୱପ୍ନରେ ରହିଗଲା ଅନ୍ନୁଙ୍କ ସ୍ୱପ୍ନ

(ଓଡିଶା ସ୍ପୋର୍ଟସ): ଭାରତର ଜାଭେଲିନ୍ ଥ୍ରୋ ର ଶୀର୍ଷ ଆଥଲେଟ ଅନ୍ନୁ ରାଣୀ ୱାର୍ଲଡ ଆଥଲେଟିକ୍ ଚମ୍ପିଆନସିପରେ ସୋମବାର ଦିନ ଏକ ନୂଆ ରେକର୍ଡ ସହିତ ଫାଇନାଲ ପାଇଁ କ୍ୱାଲିଫାଇ କରିଥିଲେ । ଫାଇନାଲର ପ୍ରଥମ ପ୍ରୟାସରେ ୫୯.୨୫ ମିଟର ଦୁରତାକୁୁ ବର୍ଚ୍ଛା ଫିଙ୍ଗି ଥିଲେ ଏବଂ ଦ୍ୱିତୀୟ ପ୍ରୟାସରେ ପ୍ରଦର୍ଶନରେ ସୁୁଧାର ଆଣୀ ୬୧.୧୨ ମିଟର ଦୂୂରତା କରିଥିଲେ । ତୃତୀୟ ପ୍ରୟାସରେ ୬୦.୨୦ ମିଟର ଦୂରକୁ ବର୍ଚ୍ଛା ଫିଙ୍ଗିଥିଲେ । ତୃତୀୟ ପ୍ରୟାସ ପରେ ୧୨ ଜଣ ପ୍ରତିଯୋଗିଙ୍କ ମଧ୍ୟରେ ଅନ୍ନୁ ରାଣୀ ଅଷ୍ଟମ ସ୍ଥାନରେ ରହିଛନ୍ତି । ଚତୁର୍ଥ ପ୍ରୟାସରେ ଅନ୍ନୁ ୬୦.୪୦ ମିଟର ଦୂରତା ସ୍ଥିର କରିଥିଲେ । ସେହିପରି, ପଞ୍ଚମ ପ୍ରୟାସରେ ସେ ୫୮.୪୯ ମିଟରର ଦୁୁରତା ସ୍ଥିିର କରିଥିଲେ । ନିଜର ଷଷ୍ଠ ଏବଂ ଶେଷ ପ୍ରୟାସରେ ତାଙ୍କର ବର୍ଚ୍ଛା ୫୭.୯୩ ମିିଟର ଦୁୁରତା ସ୍ଥିର କରିପାରିଥିଲେ । ଏହା ସହିତ ନିଜର ପଦକ ଜିତିବାର ସ୍ୱପ୍ନ ସ୍ୱପ୍ନରେ ରହ÷ିଗଲା । ବର୍ଚ୍ଛା ଫିଙ୍ଗାରେ ଭାରତର ଶୀର୍ଷ ମହିଳା ଆଥଲେଟ୍ ଅନ୍ନୁୁ ରାଣୀ ୱାର୍ଲଡ ଆଥଲେଟକ୍କ୍୍ ଚମ୍ପିଆନସିପରେ ଏକ ନୂତନ ରେକର୍ଡ ସହ÷ିତ ଫାଇନାଲ ପ।।ଇଁ କ୍ୱାଲିଫାଇି କରିଥିଲେ ।

Related posts

ନିରଜ ଚୋପ୍ରାଙ୍କ ବଡ଼ ନିଷ୍ପତ୍ତି: ସିଧା ବିଶ୍ୱ ଚାମ୍ପିୟନସିପରେ ଆସିବେ ନଜର

ଭାରୋତ୍ତୋଳନରେ ସ୍ନେହା ସ୍ବର୍ଣ୍ଣ ଓ ଜିମ୍ନାଷ୍ଟରେ ଜଗଦୀଶ ରୌପ୍ୟ

Odisha Sports Bureau

ପ୍ରେସିଡ଼େଣ୍ଟସ କପ ବକ୍ସିଂରେ ମେରୀଙ୍କୁ ସ୍ୱର୍ଣ୍ଣ