More Sports

ଜୟପୁରର ପ୍ଲେଅଫ୍ରେ ପହଞ୍ଚିବାର ଆଶା ଉଦ୍ଦ୍ିବିତ ରହିଛି

(ଓଡିଶା ସ୍ପୋର୍ଟ): ଦିପକ ନରୱାଲଙ୍କ ଭଲ ପ୍ରଦର୍ଶନ ସାହାଯ୍ୟରେ ଜୟପୁର ପିଙ୍କ୍ ପୈଥର୍ସ ଗତ ଚମ୍ପିିଆନ ବେଙ୍ଗଲୁର ବୁଲ୍ସ୍ କୁ ପ୍ରୋ କବାଡ୍ଡୀ ଲିଗ ୨୦୧୯ର ମ୍ୟାଚ୍ ରେ ୪୧-୩୪ରେ ପରାସ୍ତ କରିଛନ୍ତି । ଦିପକ ୧୬ ଅଙ୍କ ସଂଗ୍ର୍ରହ କରିଛନ୍ତି, ଯେତେବେଳେ କି ନିଲେଶ ସାଲୁଙ୍କେ ୯ଅଙ୍କ ସଂଗ୍ରହ ଦକରିଛନ୍ତି । ଏହି ବିଜୟ ସହିତ ଜୟପୁର ପ୍ଲେଫପ୍ ରେ ପ୍ରବେଶ କରିବାର ଆଶା ରଖିଛି । ଅନ୍ୟଏକ ମୁକାବିଲାରେ ହରିୟାଣା ଷ୍ଟିଲର୍ସ ତେଲୁଗୁ ଟାଇଣ୍ଟସ୍ ଉପରେ ଧମାକାଦାର ବିଜୟ ହାସଲ କରିଛି । ହରିୟାଣା ଟାଇଣ୍ଟସ୍ କୁ ୫୨-୩୨ରେ ପରାସ୍ତ କରିଛି ।

Related posts

ରାନୀ ରାମପାଲଙ୍କୁ ‘ୱାର୍ଲ୍ଡ ଗେମ୍ସ ଆଥଲେଟ୍ ଅଫ୍ ଦି ଇୟର୍’ ପୁରସ୍କାର

Odisha Sports Bureau

ଜାତୀୟ ଟେବୁଲ୍ ଟେନିସ୍ ଶରତ କମଲ ଓ ଅର୍ଚ୍ଚନା କାମଥ୍ ଚାମ୍ପିଅନ୍

Odisha Sports Bureau

ବିଶ୍ୱ ଚମ୍ପିଆନଶିପର ଦ୍ୱିତୀୟ ପର୍ଯ୍ୟାୟରେ ଦୁର୍ଯ୍ୟଧନ

Odisha Sports Bureau