More Sports

ସାଥିୟାନ ଏବଂ ଶରତଙ୍କ ଯୋଡି ଜିତିଲେ ରୌପ୍ୟ

(ଓଡିଶା ସ୍ପୋର୍ଟସ): ଜି ସାଥିୟାନ ଏବଂ ସରତ କମଲଙ୍କ ଭାରତୀୟ ଯୋଡିଙ୍କୁ ଆଇଟିଟିଏଫ୍ ବିଶ୍ୱ ଟୁର ହଙ୍ଗେରୀ ଓପନରେ ରୌପ୍ୟ ପଦକରେ ସନ୍ତୁଷ୍ଟ ହୋବାକୁ ପଡିଛି । ଟୁର୍ଣ୍ଣାମେଣ୍ଟର ଯୁଗୋଳ ବର୍ଗର ଫାଇନାଲ ମୁକାବିଲାରେ ଭାରତୀୟ ଯୋଡିକୁ ଜର୍ମାନୀର ବେନେଡିକ୍ଟ୍ ଡୁଡା ଏବଂ ପେଟ୍ରିକ୍ ଫ୍ରଜିସକାଙ୍କ ଯୋଡିଙ୍କ ହାତର ପରାଜିତ ହୋଇଛନ୍ତି । ଗତ କାଲି ଖେଳାଯାଇଥିବା ମୁକାବିଲାରେ ଭାରତୀୟ ଯୋଡିଙ୍କୁ ୫-୧୧, ୯-୧୧, ୧୧-୮, ୯-୧୧ରେ ମାତ୍ ଦେଇଛି । ଏହା ପ୍ରଥମଥର ଥିଲା ଯେତେବେଳେ କି ବିଶ୍ୱର ୨୭ତମ ସ୍ଥାନରେ ଥିବା ଭାରତୀୟ ଯୋଡି ୱାର୍ଡ ଟୁର ଟେବୁଲର ପୁରୁଷ ଯୁଗୋଳ ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରିଛନ୍ତି ।

Related posts

ଥାଇଲ୍ୟାଣ୍ଡ ଓପନ ବକ୍ସିଂରେ ସ୍ୱର୍ଣ୍ଣ ଜିତିଲେ ଆଶିଷ

ୱାର୍ଲଡ ପାରା ଏଥଲେଟିକ୍ ଚମ୍ପିଆନସିପରେ ଶରଦଙ୍କୁ ରୌପ୍ୟ

Odisha Sports Bureau

ବିଶ୍ୱ କ୍ରୀଡ଼ାରେ ୧୫୦ ଟପିଲା ଭାରତର ପଦକ ସଂଖ୍ୟା

Odisha Sports Bureau