More Sports

ୱାର୍ଲଡ ବିଲିୟାର୍ଡସ ଚମ୍ପିଅ।।ନସିପର ଫାଇନାଲରେ ପ୍ରବେଶ କଲେ ସୌରଭ

(ଓଡିଶା ସ୍ପୋର୍ଟସ): ସୌରଭ କୋଠାରୀ ଶୁକ୍ରବାର ଦିନ ୱାର୍ଲଡ ବିଲିୟାର୍ଡସର ଫାଇନାଲରେ ପହଁଞ୍ଚି ଯାଇଛନ୍ତି । ସୌରଭ ନିଜର ଭଲ ପ୍ରଦର୍ଶନକୁ ବଜାୟୀରଖି ସେମିଫାଇନାଲରେ ପୂର୍ବ ୱାର୍ଲ ଚମ୍ପିଆନ ଇଂଲଣ୍ଡର ମାଇକ୍ ରସେଲଙ୍କୁ ପରାସ୍ତ କରିଛନ୍ତି । ମ୍ୟାଚରେ କୋଠାରିଙ୍କ ପ୍ର୍ରଭାବ ଏପରିଥିଲା କି ୪ ଘଣ୍ଟାର ସେମିଫାଇନାଲରେ ୪୫ ମିନିଟର ଶେଷ ରହିବା କାରଣରୁ ରସେଲ ପାଖାପାଖି ୬୦୦ ଅଙ୍କର ଭାରି କ୍ଷତିକୁୁ ଦୂର କରିବା ପାଇଁ ପର୍ଯ୍ୟାପ୍ତ କରିମାଣର ସମୟ ନ ଥିବା କାରଣରୁ ମ୍ୟାଚରେ ପରାଜୟକୁ ସ୍ୱିକାର କରିନେଇଥିଲେ । ଶେଷରେ କେ।।ଠାରୀ ୨୦୫, ୧୯୫, ୧୭୫,୧୨୮ ଏବଂ ୧୦୩ ର ବ୍ରେକ୍ ସହିତ ୧୦୯୦-୫୯୪ ସହିତ ବିଜୟ ହାସଲ କରିନେଇଥିଲେ, ଯେତେବେଳେ କି ରସେଲ ୨୪୭, ୧୩୧ ଏବଂ ୧୨୧ର ବ୍ରେକ୍ କରିଥିଲେ ।

Related posts

ରାଷ୍ଟ୍ରିୟ ରେକର୍ଡ ସହିତ ସ୍ୱର୍ଣ୍ଣ ଜିତିଲେ ଜେରେମି

Odisha Sports Bureau

ଖୁବ ଶୀଘ୍ର ହଟ ସିଟରେ ନଜର ଆସିବେ ଦୂତୀ

Odisha Sports Bureau

୪୫ କେଜି ବର୍ଗ ଭାରୋତ୍ତୋଳନରେ ବ୍ରୋଞ୍ଜ ପଦକ ହାସଲ କଲେ ଝିଲ୍ଲୀ ଦଳବେହେରା

Odisha Sports Bureau