Tennis

ଏସିଆର ଶିର୍ଷ ର୍ୟାଙ୍କିଙ୍ଗ୍୍ ଯୁଗୋଳ ଖେଳାଳୀ ହେଲେ ଦିଭିଜ୍ ଶରଣ

(ଓଡିଶା ସ୍ପୋର୍ଟ): ଭାରତର ଟେନିସ ଖେଳାଳୀ ଦିଭିଜ ସରଣ ଏଟିପିି ଯୁଗେ।।ଳ ରାଙ୍କିଙ୍ଗ୍ ସୂଚୀରେ ଏସିଆର ନଂ୧ ଖେଳାଳୀ ହୋଇଯାଇଛନ୍ତି । ବର୍ତ୍ତମାନ ଆସିଥିବା ରେକର୍ଡରେ ତାଙ୍କୁ ତିନୋଟି କ୍ଷେତ୍ରରେ ଫାଇଦା ହୋଇଛି ଏବଂ ସେ ୪୨ତମ ନଂ ରେ ପହଞ୍ଚିଯାଇଛନ୍ତି । ତାଙ୍କ ଉପରେ ଥିବା ସମସ୍ତ ୪୧ ଖେଳାଳୀ ଯଥା ୟୁରୋପ, ଆମେରିକା ଏବଂ କିଛି ଦକ୍ଷିଣ ଆମେରିକା ଦେଶ ଯେପରି ବ୍ରାଜିଲ ଏବଂ ଆର୍ଜେଣ୍ଟିନାର ଅଟନ୍ତି । ଏହି ବର୍ଷ ଖେଳା ଯାଇଥିବା ୨୮ ଟୁର୍ଣ୍ଣାମେଣ୍ଟରେ ଦିବିଜ ରୋହନ ବୋପନ୍ନାଙ୍କ ସହିତ ୧୦ ଅଲଗା ଅଲଗା ଯୋଡିଦାରଙ୍କ ସହିତ ଯୋଡି ବନାଇଛନ୍ତି ଏବଂ ତାଙ୍କୁ ବ୍ରାଜିଲର ମାସେଲୋ ଡେମୋଲିନରଙ୍କ ସହିତ ୬ଟି ପରିଣାମ ମିଳିଥିଲା ଯାହାଙ୍କ ସହିତ ସେ ମ୍ୟୁନିଖରେ ବିଏମ୍ଡବ୍ଲୁ ଓପନର ଫାଇନାଲ ପର୍ଯ୍ୟନ୍ତି ମଧ୍ୟ ପହଞ୍ଚିଥିଲେ । ସେ ସ୍ଲୋଭାକିୟାର ଇଗୋର ଜେଲେନେଙ୍କ ସହିତ ମିଶି ସେଣ୍ଟ ପିଟର୍ସବର୍ଗ ଓପନରେ ବିଜୟ ହାସଲ କରିଥିଲେ ।

Related posts

ଟାଇଟଲ୍ ଜିତିବାର ଗୋଟିଏ ପାଦ ପଛରେ ରହିଛନ୍ତି ରାଫେଲ୍

Odisha Sports Bureau

ସୋଏବଙ୍କ ସହିତ ଛାଡପତ୍ର ନେଇ ମୁହଁ ଖୋଲିଲେ ସାନିଆ ମିର୍ଜା

Odisha Sports Bureau

୫୦କେ ର଼୍ୟାଙ୍କିଙ୍ଗ ଟେନିସ୍‌ ଟୁର୍ନାମେଣ୍ଟ ୪ ଓଡ଼ିଆ ଖେଳାଳି କ୍ୱାର୍ଟର ଫାଇନାଲରେ

Odisha Sports Bureau