More Sports

ଦୂତିଙ୍କୁ ମିଳିଲା ସ୍ପୋର୍ଟ୍ସ ପର୍ସନ ଅଫ ଦି ଇୟର ସମ୍ମାନ

(ଓଡ଼ିଶା ସ୍ପାର୍ଟସ ): ମୁମ୍ବାଇରେ ପ୍ରଶଂସା ସାଉଟିଲେ ଦୂତି । ଦୂତିଙ୍କୁ ଚଳିତବର୍ଷର ସ୍ପୋର୍ଟ୍ସ ପର୍ସନ ଅଫ ଦି ଇୟର ସମ୍ମାନରେ ସମ୍ମାନିତ କରାଯାଇଛି । ଗତକାଲି ମୁମ୍ବାଇରେ ଭୋଗୁଏ ପକ୍ଷରୁ ଆୟୋଜିତ ହାଇ ପ୍ରୋଫାଇଲ ଆୱାର୍ଡ ଉତ୍ସବରେ ତାଙ୍କୁ ଏ ସମ୍ମାନ ମିଳିଛି । ଲମ୍ବା ସମୟ ଧରି କ୍ରୀଡା କ୍ଷେତ୍ରରେ ତାଙ୍କ ସଫଳତା ଓ ସଂଘର୍ଷ ପାଇଁ ଏ ସମ୍ମାନ ପ୍ରଦାନ କରାଯାଇଛି । ସେହିପରି ଭୋଗ ମ୍ୟାନ ଅଫ ଦି ଇୟର ସମ୍ମାନରେ ରଣବୀର କପୁରଙ୍କୁ ସମ୍ମାନିତ କରାଯାଇଛି ।
ଆଲିଆ ଭଟ୍ଟଙ୍କୁ ପରଫୋରମର ଅଫ ଦି ଇୟର, ଅନୁଷ୍କା ଶର୍ମାଙ୍କୁ ଷ୍ଟାଇଲ ଆଇକନ ଅଫ ଦି ଇୟର, କ୍ୟାଟ୍ରିନା କୈଫଙ୍କୁ ରିସ୍କ ଟେକର ଅଫ ଦି ଇୟର ଓ ଅନନ୍ୟା ପାଣ୍ଡେଙ୍କୁ ୟୁଥ ଇନଫ୍ଲୁଏନସର ଅଫ ଦି ଇୟର ସମ୍ମାନରେ ସମ୍ମାନିତ କରାଯାଇଛି ।

Related posts

ସଡ଼କ ଦୁର୍ଘଟଣାରେ ଜୟନ୍ତୀଲାଲ ନାନୋମାଙ୍କର ମୃତ୍ୟୁ

ଏସିଆ ତିରନ୍ଦାଜ ଚମ୍ପିଆନସିପ୍: ଭାରତୀୟ ତୀରନ୍ଦାଜି ଜିତିଲେ ବ୍ରୋଞ୍ଜ ପଦକ

Odisha Sports Bureau

ଭାରତକୁ ଆଉ ଦୁଇ ପଦକ ମୋଟ ପଦକ ସଂଖ୍ୟା ୫୮

Odisha Sports Bureau