Uncategorized

ନାନନଙ୍କ ଜୟନ୍ତୀ ଅବସରରେ କୋହଲିଙ୍କ ଶୁଭେଚ୍ଛା

(ଓଡ଼ିଶା ସ୍ପୋର୍ସ): ଆଜି ଗୁରୁ ନାନକ ଦେବଙ୍କ ୫୫୦ତମ ଜନ୍ମ ଜୟନ୍ତୀ । ସାରା ଦେଶରେ ବେଶ ଧୂମ୍ଧାମ୍ରେ ପାଳନ କରାଯାଉଛି। ଏହି ଅବସରରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସମେତ ବହୁ ନେତା ଏବଂ ସେଲିବ୍ରିଟି ଶୁଭେଚ୍ଛା ଜଣାଇଛନ୍ତି। ଏହା ସହ ଏଥିରେ ସାମିଲ ହୋଇଛନ୍ତି ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି। ନିଜ ଫେସ୍ବୁକରେ ଏକ ଭିଡିଓ ଶେୟାର କରି କୋହଲି କହିଛନ୍ତି, ଗୁରୁପର୍ବ ଅବସରରେ ଆପଣ ସମସ୍ତଙ୍କୁ ଅଭିନନ୍ଦନ ଜଣାଉଛି। ଗୁରୁ ଦେବଙ୍କ ଆଶୀର୍ବାଦ ଆପଣ ସମସ୍ତଙ୍କ ଉପରେ ରହିଥାଉ। ସମସ୍ତେ ଖୁସି ଏବଂ ଶାନ୍ତିରେ ରୁହନ୍ତୁ ବୋଲି ସେ କାମନା କରିଛନ୍ତି।

Related posts

ମେଡାଲ ଜିତିବା ଖୁସିରେ ଡ଼େଇଁଲେ ଖେଳାଳି, ଭାଙ୍ଗିଗଲା କାନ୍ଧ ହାଡ଼

Odisha Sports Bureau

ଯୁବ ବ୍ୟାଟ୍ସମ୍ୟାନ କୁଶାଳ ମଲ୍ଲାଙ୍କ ରେକର୍ଡ଼

Odisha Sports Bureau

କ୍ରୀଡାବିତ କିଶୋର ଜେନାଙ୍କ ଭିସା ସମସ୍ୟାର ସମାଧାନ ପାଇଁ ଅନୁରୋଧ କରିଛନ୍ତି ନୀରୋଜ ଚୋପ୍ରା

Odisha Sports Bureau