Football

ସନ୍ତୋଷ ଟ୍ରଫିରେ ଦିଲ୍ଲୀର ଦୁଇ ଶ୍ରେଷ୍ଠ ଫୁଟବଲର

(ଓଡିଶା ସ୍ପୋର୍ଟସ): ସନ୍ତୋଷ ଟ୍ରଫି ଖେଳାଳୀ ଆୟୁଷ ଅଧିକାରୀ ଏବଂ ଭାରତୀୟ ଡିଫେଣ୍ଡର ଡାଲିମା ଛିବ୍ୱରଙ୍କୁ କ୍ରମଶଃ ପୁରୁଷ ଏବଂ ମହିଳା ବର୍ଗରେ ଦିଲ୍ଲୀର ବର୍ଷର ଶ୍ରେଷ୍ଠ ଫୁଟବଲର ରୂପେ ବଛା ଯାଇଛି । ଫୁଟବଲ୍ ଦିଲ୍ଲୀ ପ୍ରଥମଥର ପାଇଁ ÷ଆୟୋଜିତ ନିଜର ପୁରଷ୍କାର ସମାରୋହରେ ଅଧିକାରୀ କହିଛନ୍ତି ମୋ ପିତା ମଧ୍ୟ ଜଣେ ଫୁଟବଲ୍ ଖେଳାଳୀ ଥିଲେ । ମୋ ପରିବାରର ସ୍ୱପ୍ନ ଅଛି ସେ ମୋତେ ଏହି ଖେଳରେ ଭଲ ପ୍ରଦର୍ଶନ କରିବାର ଦେଖିବେ । ସଂନ୍ତୋଷ ଟ୍ରଫି ୨୦୧୮-୧୯ରେ ଆୟୁଷ ଦିଲ୍ଲୀ ପାଇଁ ୬ଟି ଗୋଲ୍ କରିଥିଲେ । ଅଣ୍ଡର-୧୬ର ରୁଦ୍ରଂଶ ସିଂହଙ୍କୁ ଯୁବ ଖେଳାଳୀ ସମ୍ମାନ ଦିଆଯାଇଛି, ଯେକେବେଳେ କି ଅଣ୍ଡର-୧୭ର ଉପଅଧିନାୟକ ଅଭିକା ସିଂହଙ୍କୁ ଶ୍ରେଷ୍ଠ ଯୁବ ମହିଳା ଖେଳାଳୀ ଚୟନ କରାଯାଇଛି ।

Related posts

ଏଏଫସି ଅଣ୍ଡର ୧୬ ଫୁଟବଲ ଚମ୍ପିଆନସିପ୍ ରେ ତୁର୍କମେନୀସ୍ତାନଙ୍କୁ ପରାସ୍ତ କଲା ଭାରତ

Odisha Sports Bureau

ଆଇଏସ୍‌ଏଲ୍‌ : ଆଜି ଚେନ୍ନାଇନ୍‌ ଏଫ୍‌ସି ଏଟିକେକୁ ଭେଟିବ

Odisha Sports Bureau

ଇଣ୍ଟରକଣ୍ଟିନେଣ୍ଟାଲ କପ୍ ଉଦଘାଟନୀ ମ୍ୟାଚରେ ଭାରତର ଦମଦାର ବିଜୟ

Odisha Sports Bureau