Cricket

ନ୍ୟୁଜିଲାଣ୍ଡ-ଭାରତ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷିତ

(ଓଡ଼ିଶା ସ୍ପୋର୍ଟ): ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଦଳ ଘୋଷଣା ହୋଇଛି । ଭାରତୀୟ ଟିମରେ ରହିଛନ୍ତି ବିରାଟ କୋହଲି, ମୟଙ୍କ ଅଗ୍ରୱାଲ, ପୃଥ୍ୱୀ ଶ, ଶ୍ରବମନ ଗିଲ୍, ଚେତେଶ୍ୱର ପୁନାରା, ଆଜିଙ୍କ୍ୟ ରାହାଣେ, ହନୁମା ବିହାରୀ, ରିଦ୍ଧିମାନ ସାହା, ଋଷଭ ପନ୍ତ, ଆର. ଅଶ୍ୱିନ, ରବୀନ୍ଦ୍ର ଜାଡ଼େଜା, ଯଶପ୍ରୀତ ବୁମରା, ଉମେଶ ଯାଦବ, ମହମ୍ମଦ ସାମୀ, ନବଦୀପ ସାଇନୀ ।

ଫେବ୍ରୁଆରୀ ୨୧ ତାରିଖରୁ ପ୍ରଥମ ଟେଷ୍ଟ୍ ମ୍ୟାଚ୍ ଖେଳାଯିବାକୁ ଥିବା ବେଳେ ୨୯ ତାରିଖରୁ ଦ୍ୱିତୀୟ ମ୍ୟାଚ୍ ଖେଳାଯିବ। ତେବେ ତା’ ପୂର୍ବରୁ ଆସନ୍ତାକାଲି ଠାରୁ ଦୁଇ ଦଳ ମଧ୍ୟରେ ତିନୋଟି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆରମ୍ଭ ହେବାକୁ ଯାଉଛି। ସିରିଜ୍‌ର ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍ ଯଥାକ୍ରମେ ୮ ଓ ୧୧ ତାରିଖରେ ଖେଳାଯିବ। ଦିନିକିଆ ସିରିଜ୍‌ରେ ମଧ୍ୟ ରୋହିତ୍ ଶର୍ମାଙ୍କୁ ନିଆଯାଇ ନାହିଁ। ତାଙ୍କ ବଦଳରେ ମୟଙ୍କ ଅଗ୍ରୱାଲ୍‌ଙ୍କୁ ସ୍ଥାନ ମିଳିଥିବା ବିସିସିଆଇ ପକ୍ଷରୁ ଟ୍ୱିଟ୍ କରି କୁହାଯାଇଛି।

Related posts

ଏସିଆ କପ ଖେଳିବା ପାଇଁ ହାର୍ଦ୍ଦିକ ଦେବେ ଫିଟନେସ ଟେଷ୍ଟ

Odisha Sports Bureau

ମଇଦାନରେ ମୁହାଁମୁହିଁ ହେବେ ସନରାଇଜର୍ସ ହାଇଦ୍ରାବାଦ ଓ କିଙ୍ଗସ ଏକାଦଶ ପଞ୍ଜାବ

Odisha Sports Bureau

ଶୁଭମନ ଗିଲ ଗୌହାଟୀ ଟେଷ୍ଟ ଖେଳିବେ କି ନାହିଁ ସେ ନେଇ ବିସିସିଆଇ ଏକ ବଡ଼ ନିଷ୍ପତ୍ତି ନେଇଛି

Odisha Sports Bureau