More Sports

ଏମିଲିଆ ରୋମାଗନା ଗ୍ରାଣ୍ଡ୍ ପ୍ରିକ୍ସ ଜିତିଲେ ହାମିଲଟନ୍

(ଓଡିଶା ସ୍ପୋର୍ଟସ୍): ଲୁଇସ୍ ହାମିଲଟନ୍ ଏକ ନିଚ୍ଚ ସ୍ଥରକୁ ଉଠିି ଏମିଲିଆ ରୋମାଗନା ଗ୍ରାଣ୍ଡ୍ ପ୍ରିକ୍ସ ଜିତି ଫର୍ମୁଲା ୱାନରେ ୯୩ ଟି ବିଜୟ ହାସଲ କରିଛନ୍ତି । ଗ୍ରୀଡରେ ଦ୍ୱିତୀୟ ସ୍ଥାନରୁ ରୁ ଆରମ୍ଭ କରି ହାମିଲଟନ୍ ମରସଡିଚ୍ ଟିମର ତାଙ୍କ ସାଥୀ ଭାଲେରୀ ବୋଟାଙ୍କୁ ୫.୭ ସେକେଣ୍ଡରେ ପରାସ୍ତ କରିଛନ୍ତି । ଏହା ସହିତ ମର୍ସିଡିଜ୍ ପୁଣି ଥରେ ଦଳ ଟାଇଟଲ୍ ଜିତିଲେ ।

୨୦୦୬ ପରଠାରୁ ପ୍ରଥମ ଥର ପାଇଁ ଇମୋଲା ଠାରେ ଫର୍ମୁଲା ୱାନ୍ ଅନୁଷ୍ଠିତ ହୋଇଥିଲା । ପରେ ଏହି ରେସକୁ ଭେଟେରାନ୍ ଡ୍ରାଇଭର ମାଇକେଲ୍ ଶୁମାଚର୍ ଜିତିଥିଲେ । ଉଲ୍ଲେଖନୀୟ କଥା ହେଉଛି, ହାମିଲଟନ୍ ଗତ ସପ୍ତାହ ଶେଷରେ ଶୁମାଚର୍ଙ୍କ ୯୧ ଫର୍ମୁଲା ୱାନ୍ ରେକର୍ଡ ଭାଙ୍ଗିଥିଲେ ।

Related posts

ନିଜ ରେକର୍ଡ ନିଜେ ଭାଙ୍ଗିଲେ ସୁନା ପୁଅ ନିରଜ

Odisha Sports Bureau

ମେକ୍ସିକୋ ଓପନ୍: କ୍ୱାଟର ଫାଇନାଲରେ ରାଫେଲ୍

Odisha Sports Bureau

ମିଆଁମାରରେ ମିଳିଥିବା ଟାଇଟଲ୍ ବିଜୟ ପାଇଁ ବଢାଇବ ମନୋବଲ: କୌଶଲ

Odisha Sports Bureau