More Sports

ବର୍ଷର ଶ୍ରେଷ୍ଠ ଖେଳାଳୀ ଅମିତ

ଭୁବନେଶ୍ୱର: ଚଳିତ ବର୍ଷର ବିଜୁ କ୍ରୀଡା ଯୋଜନା ଘୋଷଣା ହୋଇଯାଇଛି । ଏହି ତାଲିକାରେ ବାଜି ମାରିଛନ୍ତି ଭାରତୀୟ ହକି ଟିମର ସଦସ୍ୟ ଅମିତ ରୋହି ଦାସ । ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଭାରତୀୟ ଦଳର ସଦସ୍ୟ ତଥା ଓଡିଆ ପୁଅ ଅମିତଙ୍କୁ ଶ୍ରେଷ୍ଠ ଖେଳାଳୀ ଭାବେ ବିବେଚନା କରାଯାଇଛି । ଚଳିତ ବର୍ଷ ପାଇଁ ୍ରମିତଙ୍କୁ ମିଳିବ ଶ୍ରେଷ୍ଠ ସମ୍ମାନ । ତେବେ ଲାଇଫଟାଇମ ଆଚିଭମେଣ୍ଟ ପାଇଁ ହକି କୋଚ କେଳୁ ଚୌଧୁରୀଙ୍କ ନାମ ପୁରଷ୍କୃତ କରାଯିବ । ସେହିପରି ଉଲ୍ଲେଖନୀୟ ପ୍ରଶିକ୍ଷଣ ପାଇଁ ଶ୍ରେଷ୍ଠ ପ୍ରଶିକ୍ଷକ ପ।ଇବେ ବ୍ୟାଡମିଣ୍ଟନ କୋଚ ଶିବ ପ୍ରସାଦ ଦାସ । ଆସନ୍ତା ୨୯ କ୍ରୀଡା ଦିବସ ଅବସରରେ ଏହି ପ୍ରତିଭା ଏବଂ ଓଡିଶାର ଗୌରବ ମାନଙ୍କୁ ସମ୍ମାନିତ କରାଯିବ ବୋଲି ସୂଚନା ମିଳିଛି ।

Related posts

ଆସନ୍ତା ବର୍ଷ ପାଇଁ ସ୍ଥଗିତ ରଖାଯାଇପାରେ ଟୋକିଓ ଅଲିମ୍ପିକ-୨୦୨୦

Odisha Sports Bureau

ପିଟି ଉଷାଙ୍କୁ ଭେଟରାନ୍ ପିନ୍ ଆୱାର୍ଡ଼

Odisha Sports Bureau

କ୍ରିଡା ବ୍ୟବସ୍ଥାକୁ ଆରାମ କରିବାର ଅଧିକାର ସରକାରଙ୍କ ପାଖରେ ରହିବ: ଖେଳ ମନ୍ତ୍ରଣାଳୟ

Odisha Sports Bureau